Wednesday, August 21, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଖରସ୍ରୋତା ନଦୀରେ ମଇଁଷିକୁ ଝାମ୍ପିନେଲା କୁମ୍ଭୀର

ପଟ୍ଟାମୁଣ୍ଡାଇ ୧୬|୫: କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଖରସ୍ରୋତା ନଦୀରେ ମଇଁଷିକୁ ଝାମ୍ପିନେଇଥିଲା କୁମ୍ଭୀର । ରାଜକନିକା ବ୍ଲକ୍ ବାଜପୁର ଗାଁ ନିକଟ ନଦୀ ପଠାରୁ କୁମ୍ଭୀର ଝାମ୍ପି ନେଇଥିବା ଜଣାପଡିଛି । ଖରସ୍ରୋତା ନଦୀ କୂଳରେ ମଇଁଷି ଚରୁଥିବା ବେଳେ ହଠାତ୍ କୁମ୍ଭୀରଟି ଝାମ୍ପିନେଇଥିଲା । କ୍ଷତବିକ୍ଷତ ଅବସ୍ଥାରେ ମଇଁଷିକୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ ।

129 Views

   ସମ୍ବନ୍ଧିତ ଖବର