Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶିଖର ସେନାର ଲଙ୍କା ବିଜୟ, ପ୍ରଥମ ଟି-୨୦ରେ ୩୮ ରନ୍‌ରେ ଜିତିଲା ଭାରତ
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୧୦୮ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୪୩୨ ଡିସଚାର୍ଜ
  • ||
  • ଟୋକିଓ ଅଲିମ୍ପିକ୍ସ : ଭାରତୀୟ ହକି ଟିମର ପରାଜୟ, ୧-୭ ଗୋଲରେ ଜିତିଲା ଅଷ୍ଟ୍ରେଲିଆ
  • ||
  • ହାଇଦରକୁ ଏନକାଉଣ୍ଟର ବେଳେ ବାଜିଥିଲା ୩ ଗୁଳି କିନ୍ତୁ ଶରୀରରୁ ବାହାରିଲା ୪ଟି ଗୁଳି, ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର ହେଲା ମୃତ ଦେହ
  • ||
  • ଭୁଶୁଡିଲା ସ୍ମାର୍ଟ ପୋଖରୀର ସ୍ମାର୍ଟ ପାଚେରୀ, ନିର୍ମାଣ ସରିବା ପରେ ୭ ଦିନ ବି ଗଲାନି
  • ||
  • ବିଦ୍ୟୁତ ଆଘାତରେ ଟଳିପଡିଲେ ଅସ୍ଥାୟୀ କର୍ମଚାରୀ, ମୃତଦେହ ରଖି ରାସ୍ତାରୋକ କଲେ ସ୍ଥାନୀୟ ଲୋକେ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୭ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୮୩୩ କରୋନା ପଜିଟିଭ୍
  • ||
  • ବିଜେଡିର ମିଶ୍ରଣ ପର୍ବ, ଦଳରେ ସାମିଲ ହେଲେ ଜିଲ୍ଲା ପରିଷଦ ସଭ୍ୟ ଓ ବିଜେପି କର୍ମୀ
  • ||
  • ଦାନା ବାନ୍ଧୁଛି ଲଘୁଚାପ, ୨୭ରୁ ୨୯ ଯାଏଁ ଛେଚିବ ବର୍ଷା
  • ||

ନଦୀରେ କୁମ୍ଭୀର ଆତଙ୍କ, ପାଣି ଭିତରକୁ ଯିବାକୁ ଡରୁଛନ୍ତି ଗାଁ ଲୋକେ

8/08/2020 at 3:08 PM

ବୌଦ୍ଧ , ୦୮|୦୮: ମହାନଦୀରେ କୁମ୍ଭୀର ଆତଙ୍କ । ଭୟରେ ନଈକୁ ଯିବାକୁ ଡରୁଛନ୍ତି ସ୍ଥାନୀୟ ଲୋକେ । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ବୀରନରସିଂହପୁର ଗ୍ରାମ ପଂଚାୟତ କରଡ଼ି ଗ୍ରାମର ମହାନଦୀ ଘାଟରେ କୁମ୍ଭୀର ଆତଙ୍କ ଦେଖାଦେଇଛି ।

ସୂଚନାନୁସାରେ, ଗତ ଦୁଇ ଦିନ ହେଲା ମହାନଦୀ ଘାଟରେ ଗୋଟିଏ କୁମ୍ଭୀର ଆସି ରହିଥିବା ଦେଖିବାକୁ ମିଳିଛି l ସ୍ଥାନୀୟ ଲୋକେ କୁମ୍ଭୀରକୁ ଦେଖିବା ପରେ ଗାଧୁଆପାଧୁଆ ପାଇଁ ନଦୀକୁ ଯିବାକୁ ଭୟ କରୁଛନ୍ତି l କୁମ୍ଭୀରଟି ମହାଦେବ ମନ୍ଦିର ଘାଟ ଓ ଅନ୍ୟାନ୍ୟ ଘାଟ ନିକଟରେ ବାହାରୁଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଏହା ବନ୍ୟା ଜଳରେ ଟିକରପଡ଼ା ଠାରୁ ଚାଲି ଆସିଥିବା ସନ୍ଦେହ କରାଯାଉଛି l କୁମ୍ଭୀରକୁ ନେଇ ସାଧାରଣ ଲୋକ ଆତଙ୍କିତ ହୋଇଛନ୍ତି l

   Related Posts