Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଲଗାଣ ବର୍ଷାରେ ରାଜଧାନୀର ହାଲ୍ ବେହାଲ ; ସବୁଠି ଜଳବନ୍ଦୀ

21/07/2018 at 8:18 AM

ଲଗାଣ ବର୍ଷାରେ ରାଜଧାନୀର ହାଲ୍ ବେହାଲ । ଗତ ରାତିରୁ ଲଗାଣ ବର୍ଷାରେ ଭୁବନେଶ୍ବରରେ ବନ୍ୟା ସ୍ଥିତି । ଏ ମୁଣ୍ଡରୁ ସେ ମୁଣ୍ଡ, ସବୁଠି ଜଳବନ୍ଦୀ । ଗତ ସୋମବାର ଯେଉଁ ସ୍ଥିତି ଦେଖାଦେଇଥିଲା ତାହାଠୁ ଆହୁରି ସଂଗୀନ ଏ ଚିତ୍ର । ଜୟଦେବ ବିହାର ଅଞ୍ଚଳରେ ଲୋକଙ୍କ ଘର ଭିତରେ ପାଣି ପଶିଯାଇଥିବା ବେଳେ ନୟାପଲ୍ଲୀ ଅଞ୍ଚଳରେ ମଧ୍ୟ ସମାନ ଅବସ୍ଥା । ପାଣି ପଶି ଘରେ ବିଭିନ୍ନ ଆସବାବପତ୍ର ଏମିତିକି କାର୍ ବାଇକ୍ ବୁଡି ରହିଛି । ଘରେ ଭାସୁଥିଲା ଗ୍ୟାସ ସିଲିଣ୍ଡର । ତଳ ମହଲା ଛାଡି ଉପର ମହଲାରେ ଆଶ୍ରୟ ନେଇଥିଲେ ଲୋକେ ।

   Related Posts