ଜୀବନ ଜୀବିକା ଉପରେ କରୋନା ଛାଟ: ଚିନ୍ତାରେ କଂସା-ପିତଳ କାରିଗର
27/04/2020 at 5:32 PM

ଭୁବନ୨୭/୪: କରୋନା ସଂକ୍ରମଣ ପାଇଁ ସାରା ଦେଶରେ ଜାରି ରହିଛି ଲକଡାଉନ୍। କରୋନା ପ୍ରଭାବରେ ପ୍ରଭାବିତ କଂସା ପିତଳ କାରିଗର। କଂସା, ଥାଳି, ଗରା ଓ ତାଟିଆ ଆଦି ବିଭିନ୍ନ ପ୍ରକାରର ଜିନିଷ ତିଆରି କରି ବେଶ ଦୁଇ ପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରିଥାନ୍ତି।

କରୋନା ଛାଟରେ ପ୍ରଭାବିତ ହୋଇ ହାତ ବାନ୍ଧି ବସିଛନ୍ତି ଏସିଆ ମହାଦେଶର ସବୁଠାରୁ ବଡ ଗାଁ ଭୁବନର କଂସା ପିତଳ କାରିଗରମାନେ। ଦିନ ଥିଲା ଭୁବନ କଂସା ପିତଳ ପାଇଁ ପ୍ରସିଦ୍ଧ । ଚଳିତ ବର୍ଷ ତାଲା ବନ୍ଦ ଯୋଗୁଁ ସବୁ କିଛି ଠପ୍ ହୋଇଯାଇଛି।

Related Posts
ଘାଟିରେ ଓଲଟିଲା ଡିଜେଲ୍ ବୋଝେଇ ଟ୍ୟାଙ୍କର, ଡ୍ରାଇଭର ସାମାନ୍ୟ ଆହତ
22 January 2021
ହୁତୁ ହୁତୁ ହୋଇ ଜଳିଗଲା ୧୨ ବଖରା ଘର, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
22 January 2021