Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ଦେବଗଡ ବାରକୋଟରୁ ବାଘ ଛାଲ ଧରାପଡିବା ମାମଲା : ୩ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ ଏସଟିଏଫ

23/06/2019 at 11:17 AM

ଦେବଗଡ ୨୩/୬: ଦେବଗଡ ବାରକୋଟରୁ ବାଘ ଛାଲ ଧରାପଡିବା ଘଟଣାରେ ୩ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ ଏସଟିଏଫ । ଆସନ୍ତାକାଲିଠାରୁ ୪ ଦିନ ପାଇଁ ରିମାଣ୍ଡରେ ନେଇ ପଚରାଉଚରା କରିବ । ରିମାଣ୍ଡ ପାଇଁ ଅନୁମତି ପ୍ରଦା କରିଛନ୍ତି ଦେବଗଡ଼ SDJM । ବାଘଛାଲ ବିକ୍ରି କରି ମୋଟା ଅଙ୍କ କମାଇବାକୁ ହୋଇଥିଲା ଯୋଜନା । ହେଲେ ସବୁ ଯୋଜନା ଫସର ଫାଟି ଯାଇଥିଲା । ତା ପୂର୍ବରୁ ମାଡ଼ି ବସିଲା କ୍ରାଇମବ୍ରାଞ୍ଚ ଏସଟିଏଫ । ବାଘଛାଲ କାରବାର କରୁଥିବା ୩ ଜଣଙ୍କୁ ଗିରଫ କରିଥିଲା ଏସଟିଏଫ  

ସେମାନଙ୍କ ଠାରୁ ୭ଫୁଟ୍ ଲମ୍ବର ଏକ କଲରାପତରିଆ ବାଘର ଛାଲ ଜବତ ହୋଇଥିଲା । ତିନି ଅଭିଯୁକ୍ତଙ୍କ ଭିତରୁ ଦୁଇ ଜଣ ହେଲେ ଦେବଗଡ଼ ବାରକୋଟ ଗାଁର ରମଣୀସେନ ବେହେରା  ଓ ଗଜନଦତ୍ତ ବେହେରା ।  ଅନ୍ୟ ଜଣେ ସୁନ୍ଦରଗଡ଼ ଜିଲ୍ଲାର ସଚ୍ଚିକାନ୍ତ ନାୟକ । ଗିରଫ ଯୁବକମାନଙ୍କ ଭିତରୁ ଜଣେ ପୂର୍ବତନ ଜେଲ କର୍ମଚାରୀଙ୍କ ପୁଅ ବୋଲି ଜଣାପଡ଼ିଛି । ଗୁଳି କରି ବାଘ ମାରିବା ପରେ ଛାଲ ବାହାର କରାଯାଇଥିବା ଜାଣିବାକୁ ପାଇଛି ଏସଟିଏଫ୍।

   Related Posts