କ୍ରାଇମବ୍ରାଞ୍ଚ ଏସଟିଏଫ କବ୍ଜାରେ ପୁଣି ଜଣେ ଖଣି ମାଫିଆ : ଖୋର୍ଦ୍ଧାର ନିତୁ ମାନସିଂହ ଗିରଫ
8/07/2019 at 11:39 AM

ଖୋର୍ଦ୍ଧା ୮/୭: କ୍ରାଇମବ୍ରାଞ୍ଚ ଏସଟିଏଫ କବ୍ଜାରେ ପୁଣି ଜଣେ ଖଣି ମାଫିଆ । ଖୋର୍ଦ୍ଧା ବୋଲଗଡ ଅଞ୍ଚଳରୁ ଖଣି ମାଫିଆ ନିତୁ ମାନସିଂହକୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଗିରଫ ପରେ ଖୋର୍ଦ୍ଧା ସଦର ପୋଲିସକୁ ଜିମା ଦେଇଛି କ୍ରାଇମବ୍ରାଞ୍ଚ । ନିକଟରେ ଖୋର୍ଦ୍ଧାରେ ଘଟିଥିବା ଗୁଳିମାଡ ଓ ବୋମାମଡ ଘଟଣା ସହ ବିଭିନ୍ନ ମାମଲାରେ ନିତୁ ମାନସିଂହର ସମ୍ପୃକ୍ତି ନେଇ ଅଭିଯୋଗ ଅଛି । ବୋଲଗଡରୁ ନିତୁର ଏକ କାର୍ ଜବତ କରାଯାଇଛି । ନିତୁର ଭାଇ ଜିତୁ ମାନସିଂହ ଫେରାର ହୋଇ ଯାଇଛି।
Related Posts
କରୋନାରେ ଆକ୍ରାନ୍ତ ହେଲେ ପୂର୍ବତନ ବିଧାୟକ, ହସ୍ପିଟାଲରେ ଭର୍ତ୍ତି
20 April 2021