Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫେବୃଆରୀ ପାଇଁ କୋଭିଡ୍ ଗାଇଡ୍ଲାଇନ୍: ଏବେ ସିନେମା ହଲ୍ରେ ବସି ପାରିବେ ୫୦%ରୁ ଅଧିକ ଦର୍ଶକ, ସଭିଙ୍କ ପାଇଁ ଖୋଲିଲା ସ୍ଵିମିଂ ପୁଲ୍
  • ||
  • ଜାମିନ ସତ୍ତ୍ଵେ ଜେଲ୍‌ରେ ରହିବେ ପାଠକ ବାପ-ପୁଅ
  • ||
  • ପାଠକ ବାପ-ପୁଅଙ୍କୁ ମିଳିଲା ଜାମିନ‌
  • ||
  • ବିସିସିଆଇର ଘୋଷଣା-ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଆଇପିଏଲ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ
  • ||
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||

ଧଳାଜହର ମାଫିଆ ଶେଖ ରାଜାକୁ ୭ ଦିନିଆ ରିମାଣ୍ଡରେ ଆଣିଲା କ୍ରାଇମବ୍ରାଞ୍ଚ ଏସଟିଏଫ

18/09/2019 at 2:56 PM

ଭୁବନେଶ୍ବର ୧୮|୯: ଧଳାଜହର ମାଫିଆ ଶେଖ ରାଜାକୁ ୭ ଦିନିଆ ରିମାଣ୍ଡରେ ଆଣିଲା କ୍ରାଇମବ୍ରାଞ୍ଚ ଏସଟିଏଫ । କେବଳ ରାଜା ନୁହେଁ ରାଜ୍ୟ ବାହାରେ ମଧ୍ୟ ରାଜାର ବ୍ୟବସାୟିକ ଲିଙ୍କ ରହିଛି । ପଚରାଉଚରା ସମୟରେ କୌଣସି ବିଦେଶୀ ବେପାରୀଙ୍କ ସହ ତାର ଲିଙ୍କ ରହିଛି କି ନାହିଁ ସେ ନେଇ ମଧ୍ୟ ଅନୁଧ୍ୟାନ କରିବ ଏସଟିଏଫ୍ । ଆବଶ୍ୟକ ପଡିଲେ ପଶ୍ଚିମବଙ୍ଗ ଓ ବିହାରକୁ ଏସଟିଏଫର ୨ଟି ସ୍ବତନ୍ତ୍ର ଟିମ୍ ତଦନ୍ତ ପାଇଁ ଯିବେ ।

ଗତ ୧୫ ତାରିଖରେ ରାଜାକୁ ଗିରଫ କରିବା ପରେ ତା ନିକଟରୁ ଏକ ଲୋଡେଡ୍ ପିସ୍ତଲ, ୧ ଲକ୍ଷ ଟଙ୍କା , ୬ଟି ମୋବାଇଲ ଓ କାର ଜବତ କରିଥିଲା ଏସଟିଏଫ ଟିମ । ଗତ ୧ ମାସ ଧରି କ୍ରାଇମବ୍ରାଞ୍ଚ ଏସଟିଏଫକୁ ଚକମା ଦେଇ ଶେଖ ରାଜା ରାଜ୍ୟ ବାହାରକୁ ପଳାଇଥିଲା । ରାଜା ୧୫ ତାରିଖରେ ଭୁବନେଶ୍ବର ପହଞ୍ଚିବା ପରେ ଏସଟିଏଫ ତାକୁ ଗିରଫ କରିଥିଲା ।

   Related Posts