ଗ୍ୟାଙ୍ଗଷ୍ଟର ଟିଟୋ ଲିଙ୍କ୍ : ଜଗତସିଂହପୁରର ଜଣେ ବ୍ୟବସାୟୀଙ୍କ ଘରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଚଢାଉ

Published By : Prameya-News7 Bureau | September 09, 2018 IST

ଜଗତସିଂହପୁର ୯|୯: ଟିଟୋ ଲିଙ୍କ୍ ନେଇ ଜଗତସିଂହପୁରରେ ଜଣେ ବ୍ୟବସାୟୀଙ୍କ ଘରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଚଢାଉ କରାଯାଇଛି । ବ୍ୟବସାୟୀ ଦୀପ୍ତି ଦାସଙ୍କ ଘରେ କ୍ରାଇମବ୍ରାଞ୍ଚ ଏସଟିଏଫ ଚଢାଉ କରିଛି । କ୍ରାଇମବ୍ରାଞ୍ଚ ଏସଟିଏଫର ୬ ଜଣିଆ ଟିମ୍ ଛାନଭିନ୍ କରୁଛି । ଜଗତସିଂହପୁର ସିପି ଗାଁରେ ଥିବା ଘରେ କ୍ରାଇମବ୍ରାଞ୍ଚ ଏସଟିଏଫ ଚଢାଉ କରିଛି । ସିପି ଗାଁର ଘରେ, ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ଓ ହୋଟେଲରେ ଚଢାଉ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.