Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗ୍ୟାଙ୍ଗଷ୍ଟର ଟିଟୋ ଲିଙ୍କ୍ : ଜଗତସିଂହପୁରର ଜଣେ ବ୍ୟବସାୟୀଙ୍କ ଘରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଚଢାଉ

9/09/2018 at 9:34 AM

ଜଗତସିଂହପୁର ୯|୯: ଟିଟୋ ଲିଙ୍କ୍ ନେଇ ଜଗତସିଂହପୁରରେ ଜଣେ ବ୍ୟବସାୟୀଙ୍କ ଘରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଚଢାଉ କରାଯାଇଛି । ବ୍ୟବସାୟୀ ଦୀପ୍ତି ଦାସଙ୍କ ଘରେ କ୍ରାଇମବ୍ରାଞ୍ଚ ଏସଟିଏଫ ଚଢାଉ କରିଛି । କ୍ରାଇମବ୍ରାଞ୍ଚ ଏସଟିଏଫର ୬ ଜଣିଆ ଟିମ୍ ଛାନଭିନ୍ କରୁଛି । ଜଗତସିଂହପୁର ସିପି ଗାଁରେ ଥିବା ଘରେ କ୍ରାଇମବ୍ରାଞ୍ଚ ଏସଟିଏଫ ଚଢାଉ କରିଛି । ସିପି ଗାଁର ଘରେ, ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ଓ ହୋଟେଲରେ ଚଢାଉ କରାଯାଇଛି ।

   Related Posts