ଡ୍ରଗ୍ସ ମାଫିଆ ସେକ୍ ରାଜାର ସହଯୋଗୀ ଘରେ କ୍ରାଇମ୍‌ବ୍ରାଞ୍ଚ ଚଢାଉ

Published By : Prameya-News7 Bureau | September 28, 2019 IST

ଜଳେଶ୍ବର ୨୮।୯: ଡ୍ରଗ୍ସ ମାଫିଆ ସେକ୍ ରାଜାର ସହଯୋଗୀ ଘରେ କ୍ରାଇମବ୍ରାଞ୍ଚର ଚଢାଉ । ବାଲେଶ୍ଵର ଜିଲ୍ଲା ଜଳେଶ୍ବର ଅଞ୍ଚଳର ଶେଖବାଡ ଓ ଝାଡେଶ୍ବରପୁର ଗାଁରେ ଚଢାଉ କରିଛି କ୍ରାଇମବ୍ରାଞ୍ଚ । ଡ୍ରଗ୍ସ ମାଫିଆ ସେକ୍ ତୋଇରୁଦ୍ଦିନ ଓ ତାର ୪ ଭାଇଙ୍କ ଘରେ ଡିଏସପି ମନୋଜ ରାଉତଙ୍କ ନେତୃତ୍ବରେ ଏକ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ଏକ ସ୍ବତନ୍ତ୍ର ଟିମ୍ ଚଢାଉ କରିଛି ।

{"id":163630}

ତୋଇରୁଦ୍ଦିନଠାରୁ କ୍ରାଇମବ୍ରାଞ୍ଚ ଉଗାଳିବା ସେକ୍ ରାଜାର ଆହୁରି ଭିତିରି କତା । ଚଢାଉ ବେଳେ ଦୁଇ ଲକ୍ଷରୁ ଅଧିକ ନଗଦ ଟଙ୍କା ସହ ସୁନା ଗହଣା ଜବତ କରିଛି ଟିମ୍ । ତେବେ ବର୍ତ୍ତମାନ ସୁଦ୍ଧା ଚଢାଉ ଜାରି ରହିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.