Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଡ୍ରଗ୍ସ ମାଫିଆ ସେକ୍ ରାଜାର ସହଯୋଗୀ ଘରେ କ୍ରାଇମ୍‌ବ୍ରାଞ୍ଚ ଚଢାଉ

28/09/2019 at 11:48 AM

ଜଳେଶ୍ବର ୨୮।୯: ଡ୍ରଗ୍ସ ମାଫିଆ ସେକ୍ ରାଜାର ସହଯୋଗୀ ଘରେ କ୍ରାଇମବ୍ରାଞ୍ଚର ଚଢାଉ । ବାଲେଶ୍ଵର ଜିଲ୍ଲା ଜଳେଶ୍ବର ଅଞ୍ଚଳର ଶେଖବାଡ ଓ ଝାଡେଶ୍ବରପୁର ଗାଁରେ ଚଢାଉ କରିଛି କ୍ରାଇମବ୍ରାଞ୍ଚ । ଡ୍ରଗ୍ସ ମାଫିଆ ସେକ୍ ତୋଇରୁଦ୍ଦିନ ଓ ତାର ୪ ଭାଇଙ୍କ ଘରେ ଡିଏସପି ମନୋଜ ରାଉତଙ୍କ ନେତୃତ୍ବରେ ଏକ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ଏକ ସ୍ବତନ୍ତ୍ର ଟିମ୍ ଚଢାଉ କରିଛି ।

ତୋଇରୁଦ୍ଦିନଠାରୁ କ୍ରାଇମବ୍ରାଞ୍ଚ ଉଗାଳିବା ସେକ୍ ରାଜାର ଆହୁରି ଭିତିରି କତା । ଚଢାଉ ବେଳେ ଦୁଇ ଲକ୍ଷରୁ ଅଧିକ ନଗଦ ଟଙ୍କା ସହ ସୁନା ଗହଣା ଜବତ କରିଛି ଟିମ୍ । ତେବେ ବର୍ତ୍ତମାନ ସୁଦ୍ଧା ଚଢାଉ ଜାରି ରହିଥିବା ଜଣାପଡିଛି ।

   Related Posts