ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ : ଅଖ ଚକ ଡେରା ନୀତି ସଂପନ୍ନ
  • ||
  • କୁତବ ମୀନାର ପରିସରରେ ଖନନ ସହ ଆଇକନୋଗ୍ରାଫି କରିବାକୁ ଏଏସ୍‌ଆଇକୁ ସଂସ୍କୃତି ମନ୍ତ୍ରାଳୟର ନିର୍ଦ୍ଦେଶ
  • ||
  • ସ୍ୱିଜରଲାଣ୍ଡରେ ବିଶ୍ୱ ଅର୍ଥନୈତିକ ମଞ୍ଚର ବାର୍ଷିକ ସମ୍ମିଳନୀ : ମହାମାରୀରୁ ମୁକ୍ତି ପାଇଁ ବାଟ ବାହାର କରିବେ ବିଶ୍ୱନେତା
  • ||
  • ମ୍ୟାଚ୍ ପୂର୍ବରୁ ରନ୍ ଅପ୍ ଯାଞ୍ଚ କଲେ ଅର୍ଜୁନ ତେନ୍ଦୁଲକର : କିନ୍ତୁ ଚୂଡାନ୍ତ ଏକାଦଶରେ ମିଳିଲାନି ଏଣ୍ଟ୍ରି
  • ||

ଆତଙ୍କ ମଚାଇଛି ମେ।ମେ।, ଗେମ୍ ନେଇ ସର୍କୁଲାର ଜାରି କ୍ରାଇମବ୍ରାଞ୍ଚ

2/09/2018 at 2:21 AM

ଆତଙ୍କ ମଚାଇଛି ମେ।ମେ। । ସାରା ବିଶ୍ବରେ ବ୍ଲୁ ହ୍ବେଲ ଗେମ୍ ପରେ ଏବେ ଯୁବପିଢୀଙ୍କ ପାଇଁ ବିପଦ ପାଲଟିଛି ମେ।ମେ। । ନିକଟରେ ଭୁବନେଶ୍ବର ଟ୍ରାଇଡେଣ୍ଟ କଲେଜର ଜଣେ ଛାତ୍ର ଏହି ଗେମ୍ ଖେଳି ପ୍ରାଣ ହରାଇଛନ୍ତି । ତେବେ ସାରା ଦେଶରେ ମେ।ମେ।କୁ ନେଇ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ ଗେମ୍ ନେଇ ସର୍କୁଲାର ଜାରି କ୍ରାଇମବ୍ରାଞ୍ଚ । ମେ।ମେ।କୁ ନେଇ ସତର୍କ ରହିବାକୁ ଅଭିଭାବକଙ୍କୁ ସଚେତନ ରହିବାକୁ ଏଡିଜେ ସନ୍ତେ।ଷ ଉପାଧ୍ୟାୟ ।

   Related Posts