Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ନାବାଳିକା ଗଣଦୁଷ୍କର୍ମ ମାମଲା: ଓଟିଭି ଏମ୍‌ଡିଙ୍କୁ କ୍ରାଇମ୍‌ବ୍ରାଞ୍ଚର ନୋଟିସ୍, ଆସନ୍ତାକାଲି ଦିନ ୧୧ଟାରେ ହାଜର ହେବାକୁ ନିର୍ଦ୍ଦେଶ

16/10/2020 at 2:00 PM

ଭୁବନେଶ୍ବର୧୬/୧୦: ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡାଙ୍କୁ କ୍ରାଇମ୍‌ବ୍ରାଞ୍ଚର ନୋଟିସ୍‌। ଆସନ୍ତାକାଲି ଦିନ ୧୧ଟାରେ ହାଜର ହେବାକୁ ନୋଟିସ୍‌ରେ ଉଲ୍ଳେଖ ରହିଛି। ନାବାଳିକା ଗଣଦୁଷ୍କର୍ମ ମାମଲାରେ ଜଗିଙ୍କୁ ପଚରାଉରା କରିବ କ୍ରାଇମବ୍ରାଞ୍ଚ୍‌ ଟିମ୍‌ ।

ସୂଚନା ଥାଉକି ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ମାମଲାରେ ତଦନ୍ତ ଭାର କ୍ରାଇମବ୍ରାଞ୍ଚ ନେଇଥିଲା। ଲକ୍ ଡାଉନ୍ ସମୟରେ ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଓଟିଭି କର୍ମଚାରୀଙ୍କ ସଂପୃକ୍ତି ନେଇ ପ୍ରଶ୍ନ ଉଠିଥିଲା। ଏହାପରେ କ୍ରାଇମ୍‌ ବ୍ରାଞ୍ଚ ଆରମ୍ଭ କରିଥିଲା ଛାନ୍‌ଭିନ୍। ଖାଲି ସେତିକି ନୁହେଁ ଗତ ବୁଧବାର କ୍ରାଇମବ୍ରାଞ୍ଚର ଏକ ଟିମ୍ ଓଟିଭି ଅଫିସରେ ପହଁଞ୍ଚି ୩ ଜଣଙ୍କୁ ନୋଟିସ୍ କରିଥିଲେ। ସେମାନଙ୍କ ମଧ୍ୟରେ ଓଟିଭି ଏମ୍‌ଡି ଜଙ୍ଗି ମଙ୍ଗତ ପଣ୍ଡାଙ୍କ ନାଁ ମଧ୍ୟ ରହିଛି। ଆସନ୍ତାକାଲି ଦିନ ୧୧ଟାରେ ହାଜର ହେବାକୁ କ୍ରାଇମ୍ ପୁଣି ଥରେ ଓଟିଭି ଏମ୍‌ଡିଙ୍କୁ ନୋଟିସ୍ କରିଛି।

   Related Posts