୩ ବଜ୍ରକାପ୍ତା ବେପାରୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ; ୫ଟି ବଜ୍ରକାପ୍ତା ଉଦ୍ଧାର
8/12/2018 at 2:53 PM

ଭୁବନେଶ୍ବର ୦୮|୧୨: ଉଦଳାରୁ୩ ବଜ୍ରକାପ୍ତା ବେପାରୀ ଗିରଫ । ଗତକାଲି ୩ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ । ସେମାନଙ୍କନିକଟରୁ ୫ଟି ବଜ୍ରକାପ୍ତା ଉଦ୍ଧାର ହୋଇଥିବାବେଳେ ସେଥିରୁ ୩ ଟି ମୃତଥିବା ଜଣାପଡିଛି ।ଗିରଫ ବେପାରୀଙ୍କସୂଚନା ଆଧାରରେ ପୋଲିସ ଆଜି ଉଦଳାର ବିଭିନ୍ନ ସ୍ଥାନରେ ଚଢାଉ ଚାଲିଛି । ଏହି ବଜ୍ରକାପ୍ତାଙ୍କୁ ବାହାରକୁଚାଲଣ କରାଯାଉଥିବା ସନ୍ଦେହ କରି ପୋଲିସ ଛାନଭିନ କରୁଛି । କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟଏହି ସୂଚନା ଦେଇଛନ୍ତି । ପୂର୍ବରୁ ମଧ୍ୟ ବଜ୍ରକାପ୍ତା ଉଦ୍ଧାର ହୋଇଛନ୍ତି ।
Related Posts
ଗୋରୁମହିଷାଣୀ ସିଏଚସର ଲକ୍ଷାଧିକ ଟଙ୍କାର ବିଜୁଳି ବିଲ୍ ବକେୟା !
25 January 2021