ଭୁବନେଶ୍ବରର ଏଇ ବ୍ୟକ୍ତିଙ୍କ ସମ୍ପର୍କରେ ଟୁଇଟ କରି ପ୍ରଶଂସା କଲେ କ୍ରିକେଟର ଭିଭିଏସ ଲକ୍ଷ୍ମଣ, ଜାଣନ୍ତୁ କଣ
25/10/2019 at 1:21 PM

ଭୁବନେଶ୍ବର୨୫|୧୦: ଓଡ଼ିଶାର କମଳ ଲୋଚନ ବଳିଆରସିଂହଙ୍କ ଜୀବେଦୟାଭାବକୁ ପ୍ରଶଂସା କଲେ କିମ୍ବଦନ୍ତୀ କ୍ରିକେଟର ଭିଭିଏସ ଲକ୍ଷ୍ମଣ । ଲକ୍ଷ୍ମଣ ଟ୍ୱିଟ କରି କହିଛନ୍ତି, ଭୁବନେଶ୍ୱରର କମଳ ଲୋଚନ ପ୍ରତିଦିନ ବୁଲା କୁକୁରଙ୍କୁ ଖାଇବାକୁ ଦେଇଥାନ୍ତି ।

ସେ ଦେଖୁଥିବା ପ୍ରତିଟି କୁକୁର ଉଚିତ୍ ଖାଦ୍ୟ କେମିତି ପାଇବେ ତାହା ସୁନିଶ୍ଚିତ କରନ୍ତି । ତେବେ କମଳ ଲୋଚନ କୌଣସି ଆର୍ଥିକ ସ୍ୱଚ୍ଛଳ ବ୍ୟକ୍ତି ନୁହନ୍ତି । ବରଂ ଜଣେ ଜରି ଗୋଟାଳି । ଆର୍ଥିକ ଅନଟନ ଭିତରେ ରହନ୍ତି । ହେଲେ ତାଙ୍କର ନିସ୍ୱାର୍ଥପର ସେବା ମନୋଭାବ ପ୍ରଶଂସନୀୟ ।
Related Posts
ଚଳନ୍ତା କାର୍ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
26 January 2021
STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
26 January 2021