Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ବିରାଟଙ୍କ ଜନ୍ମ ଦିନରେ ଅନୁଷ୍କା ସେୟାର କଲେ ଫଟୋ, ଲେଖିଲେ ଏପରି ଫାୱାର ଫୁଲ ମେସେଜ୍…

5/11/2021 at 12:40 PM

ନୂଆଦିଲ୍ଲୀ ୦୫।୧୧ : ଗତକାଲି ଦୀପାବଳୀ ଅବସରରେ ଅନୁଷ୍କା ଶର୍ମା ବିରାଟ କୋହଲିଙ୍କ ସହ ଏକ ଫଟୋ ସେୟାର କରିଛନ୍ତି। ଗତ କିଛି ଦିନ ହେବ ବିରାଟ ମଧ୍ୟ ଟ୍ରୋଲର କେନ୍ଦ୍ର ପାଲଟିଥିଲେ । ହେଲେ ଅନୁଷ୍କା ଯେଉଁ ଫଟୋ ସେୟାର କରିଛନ୍ତି ତାହା ଖୁବ୍‌ ସୁନ୍ଦର ଲାଗୁଥିବା ବେଳେ ଦୁହିଁଙ୍କ କେମେଷ୍ଟ୍ରୀ ଜବରଦସ୍ତ ଜମୁଛି । ତେବେ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କ ଜନ୍ମ ଦିନ ।

News18 hindi

ଏହି ଅବସରରେ ଅନୁଷ୍କା ବିରାଟ କୋହଲିଙ୍କୁ ଜନ୍ମଦିନରେ ସୁନ୍ଦର ଭାବରେ ଅଭିନନ୍ଦନ ଜଣାଇଛନ୍ତି। ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ୫ ନଭେମ୍ବରରେ ତାଙ୍କର ୩୩ ତମ ଜନ୍ମଦିନ ପାଳନ କରୁଛନ୍ତି।ଇନଷ୍ଟାଗ୍ରାମରେ ବିରାଟ କୋହଲିଙ୍କ ସହ ନିଜର ଏକ ଫଟୋ ସେୟାର କରି ଅନୁଷ୍କା ଶର୍ମା ଲେଖିଛନ୍ତି, ଏହି ଫଟୋ ଏବଂ ତୁମର ଜୀବନଯାପନ ପାଇଁ କୌଣସି ଫିଲ୍ଟର ଆବଶ୍ୟକ ନାହିଁ। ତୁମର ମୂଳ ଇସ୍ପାତ ହେଉଛି ସଚ୍ଚୋଟତା ଏବଂ ସାହାସ । ସାହସ ଯାହା ସନ୍ଦେହକୁ ଭୁଲିଯାଏ । ମୁଁ ଜାଣେ ନାହିଁ ଯିଏ ତୁମ ପରି ଅନ୍ଧକାର ସ୍ଥାନରୁ ନିଜକୁ ଉଠାଇ ପାରିବ । ତୁମେ ପ୍ରତ୍ୟେକ କ୍ଷେତ୍ରରେ ଉନ୍ନତ ହୁଅ , ସବୁକିଛି ଉଜ୍ଜ୍ୱଳ ଏବଂ ଅଧିକ ସୁନ୍ଦର କରିଥିବାରୁ ଧନ୍ୟବାଦ  ଏବଂ ଜନ୍ମଦିନର ଶୁଭେଚ୍ଛା! ” ଏହା ସହ ଲମ୍ବା ଚଉଡା ନୋଟ ଲେଖି ସୁନ୍ଦର ଭାବେ ଶୁଭେଚ୍ଛା ଜଣାଇଛନ୍ତି । ଯାହା ୟୁଜର୍ସମାନଙ୍କ ମନକୁ ଛୁଇଁ ଯାଇଛି ।

   Related Posts