Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ଯୋଗୀ ସରକାରଙ୍କ ଘୋଷଣା : ଆଉ ହଇରାଣ ହେବେନି ଲୋକେ, ମାଗଣାରେ ହେବ ଅନ୍ତ୍ୟେଷ୍ଟି

8/05/2021 at 3:51 PM

ଉତ୍ତରପ୍ରଦେଶ ୮/୫ : କରୋନା ବଢୁଥିବା ମୃତ୍ୟୁ କାରଣରୁ ୟୁପିର ସହରାଞ୍ଚାଳରେ ମାଗଣାରେ ହେବ ଶବଦାହ । ଏହି ପରିପ୍ରେକ୍ଷୀରେ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମନୋଜ କୁମାର ସିଂ ନିର୍ଦ୍ଦେଶ ଦେଇଛନ୍ତି । ଜାରି କରାଯାଇଥିବା ଆଦେଶରେ ଦର୍ଶାଯାଇଛି ଯେ ଉତ୍ତରପ୍ରଦେଶ ମ୍ୟୁନିସିପାଲିଟି କର୍ପୋରେସନ୍ ଆକ୍ଟ -୧୯୫୯ର ଧାରା-୧୧୪ (୨୦) ଏବଂ ମ୍ୟୁନିସିପାଲିଟି ଆକ୍ଟ -୧୯୧୬ ର ସେକ୍ସନ୍ -୭ (ଜି) ଅନୁଯାୟୀ ମୃତ ବ୍ୟକ୍ତି ସହରାଞ୍ଚଳର ଅନ୍ତିମ ସଂସ୍କାର ପାଇଁ ଅନ୍ତ୍ୟେଷ୍ଟି ସ୍ଥଳ, କବ୍ରସ୍ଥାନ ଏବଂ ଶବଦାହ ଗୃହ କରିବା ନଗର ନିଗମର ପ୍ରଥମ କର୍ତ୍ତବ୍ୟ ।

ରାଜ୍ୟରେ କରୋନା ଜନିତ ଦୈନନ୍ଦିନ ମୃତ୍ୟୁ ହେଉଛି । ସହରଗୁଡ଼ିକରେ ମୃତଦେହ ସଂସ୍କାର କରିବାକୁ ଅନେକ ସ୍ଥାନରେ ଧାଡ଼ି ଲଗାଇବାକୁ ପଡ଼ୁଛି । ଏହି ସମୟ ମଧ୍ୟରେ, ଏପରି ଅନେକ ଘଟଣା ଘଟିଛି ଯେତେବେଳେ ପରିବାରର ଶେଷ ରୀତିନୀତି ପାଇଁ ଟଙ୍କା ନଥାଏ । ଏହାକୁ ଦୃଷ୍ଟିରେ ରଖି ନିଶୁଳ୍କ ଶବଦାହ କରିବାକୁ ନିଷ୍ପତ୍ତି ହୋଇଛି ।

   Related Posts