Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ବାଣ ଦୋକାନରେ ପୋଲିସର ଚଢଉ, ପୋଲିସ-ବ୍ୟବସାୟୀ ମୁହାଁମୁହିଁ

4/11/2021 at 7:39 AM

ଖଲ୍ଲିକୋଟ, ୦୪|୧୧: ଗୁରୁବାର ଦୀପାବଳି  । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରରେ ବୁଧବାର ରାତ୍ରରେ ବାଣ ବିକ୍ରିକୁ କେନ୍ଦ୍ର କରି ମୁହାଁମୁହିଁ ହୋଇଛନ୍ତି ପୋଲିସ ଓ ବ୍ୟବସାୟ ।

ସୂଚନାନୁସାରେ, ଛତ୍ରପୁର ମେନ୍ ରୋଡ଼ରେ ଏକ ଦୋକାନରେ ବାଣ ବିକ୍ରି ହେଉଥିବା ନେଇ ପୁଲିସ ଚଢଉ କରିଥିଲା l ଏହାକୁ ନେଇ ବଡ଼ ବଜାର ବ୍ୟବସାୟୀ ସଂଘ ଅସନ୍ତୋଷ ପ୍ରକାଶ କରିଛି l ବିନା ଅନୁମତିରେ ପୋଲିସ ଘରେ ପଶି ଜୋର ଜବରଦସ୍ତ ଚଢ଼ଉ କରିଥିବା ସଂଘ ପକ୍ଷରୁ ଅଭିଯୋଗ ହୋଇଛି l ଏନେଇ କିଛି ସମୟ ପାଇଁ ପୋଲିସ ଓ ସଂଘର ଦୋକାନୀ ମଧ୍ୟରେ ଉତେଜନା ଲାଗିରହିଥିଲା l ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ଦୋକାନୀକୁ ବାଣ ବିକ୍ରି ନେଇ ଅନୁମତି ମିଳିନଥିବା ପୁଲିସ କହିଛନ୍ତି l ତେଣୁ ବେଆଇନ ବାଣ ଜବତ ହୋଇଥିବା ସୂଚନା ମିଳିଛି l

   Related Posts