Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୭ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୪ କରୋନା ସଂକ୍ରମିତ, ୩୧୬୬୪୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମୁମ୍ବାଇ : ୨୬/୧୧ ମୁମ୍ବାଇ ଆକ୍ରମଣକୁ ପୁରିଲା ୧୨ବର୍ଷ
  • ||
  • କୋରାପୁଟ ଜିଲ୍ଲାରୁ ପୁଣି ଗଞ୍ଜେଇ ଜବତ : ଧରାପଡିଲା ୮୫ଲକ୍ଷ ଟଙ୍କାର ଗଞ୍ଜେଇ, ଅଭିଯୁକ୍ତ ଫେରାର
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||

କେନ୍ଦ୍ରାପଡାରେ ଆପେ ଆପେ ଫାଟିଲା ରାସ୍ତା ଓ ଘର

15/05/2019 at 10:06 AM

କେନ୍ଦ୍ରାପଡା ୧୫|୫: କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ୍ ଆୟତପୁର ଗାଁରେ ଆପେ ଆପେ ଫାଟିଲା ରାସ୍ତା ଓ ଘର । ଗତକାଲି ଅପରାହ୍ନରେ କିଛି ଗାଁଲୋକ ରାସ୍ତାକଡ଼ରେ ବସିଥିବା ସମୟରେ ରାସ୍ତାଟି ଥରିବା ସହିତ ଜୋରରେ ଫାଟି ଥିଲା । ଫଳରେ ରାସ୍ତା କଡ଼ରେ ବସିଥିବା ଲୋକେ ଭୟଭୀତ ହୋଇ ଘରକୁ ଚାଲି ଆସିଥିଲେ ।

କିନ୍ତୁ ଘର ମଧ୍ୟ ରାସ୍ତା ପରି ଫାଟିବା ସହ ଥରିଥିଲା । ଫଳରେ ମୃଦୁ ଭୂମିକମ୍ପ ହୋଇଛି ବୋଲି ଲୋକେ ଆଶଙ୍କା କରୁଥିବା ବେଳେ, ଏ ପ୍ରଯ୍ୟନ୍ତ ପ୍ରଶାସନ କିମ୍ବା କୌଣସି ସଂସ୍ଥା ସେଠାରେ ପହଞ୍ଚି ନାହିଁ । ଫଳରେ ଗାଁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।

   Related Posts