Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||
  • ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ-୨୦୨୧: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ରାଉରକେଲା, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
  • ||

ବ୍ରାହ୍ମଣୀ ବ୍ରିଜ୍‌ରେ ପୁଣି ଫାଟ, ଉଭୟ ପାର୍ଶ୍ବରେ ଛିଡା ହୋଇଛି ଶହ ଶହ ଯାନବାହାନ

24/09/2019 at 10:45 AM

ରାଉରକେଲା ୨୪।୯: ବ୍ରାହ୍ମଣୀ ବ୍ରିଜରେ ପୁଣି ଫାଟ ଦେଖିବାକୁ ମିଳିଛି । ବ୍ରିଜ୍ ମଝିରେ ଥିବା ପ୍ଲେଟ୍ ଖସିଯିବା ଯୋଗୁଁ ଫାଟ ସୃଷ୍ଟି ହୋଇଛି । ବାରମ୍ବାର ସେହି ସ୍ଥାନରେ ଫାଟ ହେଉଥିବା ଦେଖାଯାଉଛି । ବାରମ୍ବାର ଏପରି ଫାଟ ହେବା ସତ୍ତ୍ବେ ଏନଏଚଆଇଏର ନିଘା ନାହିଁ ।

ବ୍ରିଜର ଉଭୟ ପାର୍ଶ୍ବରେ ଶହ ଶହ ସଂଖ୍ୟାରେ ଯାନବାହାନ ଛିଡା ହୋଇ ରହିଛି । ଜାମ୍ ଯୋଗୁଁ ଉଭୟ ପାର୍ଶ୍ବରେ ଛିଡା ହୋଇଥିବା ଲୋକେ ହନ୍ତସନ୍ତ ହେଉଛନ୍ତି ।

   Related Posts