Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ-୨୦୨୦ : ରୋମାଞ୍ଚକର ମୁକାବିଲାରେ ପଞ୍ଜାବଠୁ ୧୨ ରନରେ ହାରିଲା ହାଇଦ୍ରାବାଦ
  • ||

ଜଳେଶ୍ୱରରେ ଗୋରୁ ଚାଲାଣ ନେଇ ଉତ୍ତେଜନା

23/02/2019 at 8:29 AM

ବାଲେଶ୍ବର  ୨୩/୨: ବାଲେଶ୍ବର ଜିଲ୍ଲା ଜଳେଶ୍ୱରରେ ଗୋରୁ ଚାଲାଣ ନେଇ ସୃଷ୍ଟି ହୋଇଛି ଉତ୍ତେଜନା । ଏନ୍ ଏଚ-୬୦ର ଚାଲନ୍ତିଠାରେ ତିନୋଟି ଗୋରୁ ବୋଝେଇ ଟ୍ରକକୁ ସ୍ଥାନୀୟ ବାସିନ୍ଦା ଅଟକ ରଖି ପୋଲିସକୁ ଖବର ଦେଇଥିଲେ ।

ଘଟଣା ସ୍ଥଳରେ ପୋଲିସ ପହଞ୍ଚି ପାଖାପାଖି ୩ ଶହରୁ ଅଧିକ ଗୋରୁ ଉଦ୍ଧାର କରିବା ସହ ତିନୋଟି ଟ୍ରକକୁ ଜବତ କରିଛି । ପଶ୍ଚିମବଙ୍ଗକୁ ବେଆଇନ ଗୋରୁ ଚାଲାଣ କରୁଥିବା ଜଣାପଡିଛି । ସେହିପରି ଜଳେଶ୍ୱର ବାଇଗଣ ବାଡ଼ିଆରୁ ମଧ୍ୟ ୭ଟି ଗୋରୁ ଉଦ୍ଧାର କରିବା ସହ ଗୋଟିଏ ଗାଡି ଓ ଗାଡିମାଲିକକୁ ଅଟକ ରଖାଯାଇଛି।

   Related Posts