Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ବେଆଇନ ଗୋରୁଚାଲାଣ ବେଳେ ଗାଡି ଜବତ, ୫ଜଣ ଅଟକ

19/11/2019 at 9:43 AM

ଜଗତସିଂହପୁର ୧୯।୧୧: ଜଗତସିଂହପୁର ଅଞ୍ଚଳରୁ ବେଆଇନ ଗୋରୁ ବୋଝେଇ ପିକଅପ ଭ୍ୟାନ ଜବତ କରିଛି ପୋଲିସ । ଗାଡି ଜବତ ସହ  ଗାଡି ଡ୍ରାଇଭର  ସହ ବ୍ୟବସାୟୀଙ୍କୁ ଅଟକ ରଖିଛି ପୋଲିସ ।  

ସୂଚନାଯୋଗ୍ୟ ଯେ, ଜଗତସିଂହପୁର ସହର ଥାନା ଛକ ନିକଟରେ ଗତକାଲି  ବିଳମ୍ବିତ ରାତିରେ  ପୋଲିସ ଚଢ଼ାଉ କରି ବାହାରକୁ ଚୋରା ଚାଲାଣ ହେଉଥିବା ଗୋରୁ ବୋଝେଇ ପିକଅପ ଭ୍ୟାନ ଜବତ କରିଛି ।  ତିନୋଟି ପିକଅପ ଭ୍ୟାନ ସହ ୧୫ଟି  ଗାଈ ଓ ବଳଦ ଜବତ କରାଯାଇଛି । ଏଥି ସହିତ ପାଞ୍ଚଜଣ ଗାଡି ଚାଳକ ଓ ବ୍ୟବସାୟୀଙ୍କୁ ମଧ୍ୟ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି । ଗୋରୁ ମାନଙ୍କୁ ଜଗତସିଂହପୁର ଓ ନିଆଳି ଅଞ୍ଚଳରୁ ଅଣାଯାଇ ବେଆଇନ ଭାବରେ ବାହାରକୁ ଚୋରାଚାଲାଣ କରାଯାଉ ଥିବାର ଜଣାପଡିଛି ।

   Related Posts