Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କୋଭିଡ୍ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଗଲେ ସମସ୍ତେ

26/08/2020 at 9:54 PM

ବ୍ରହ୍ମପୁର୨୬/୮: ବ୍ରହ୍ମପୁର ଗୋସାଣିନୂଆ ଗାଁ ଗୁଣ୍ଡିଚା ମନ୍ଦିର ନିକଟରେ ଆମ୍ବୁଲାନ୍ସ ଗାଡି ଦୁର୍ଘଟଣାଗ୍ରସ୍ତ । କୋଭିଡ୍ ୧୯ ଆମ୍ବୁଲାନ୍ସ ଗାଡି ଏକ ଡିଭାଇଡରକୁ ପିଟିବା ଫଳରେ ଗାଡିର ସମ୍ମୁଖ ଭାଗ ନଷ୍ଟ ହୋଇଯାଇଛି । ତେବେ ଏଥିରେ କାହାର କିଛି କ୍ଷତି ହୋଇନି । ଗତ ୪ ଦିନ ମଧ୍ୟରେ ସେହି ଗୋଟିଏ ସ୍ଥାନରେ ତିନୋଟି ଦୁର୍ଘଟଣା  ଘଟିଥିବା ଜଣାପଡିଛି ।

   Related Posts