କୋଭିଡ୍ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଗଲେ ସମସ୍ତେ

Published By : Prameya-News7 Bureau | August 26, 2020 IST

ବ୍ରହ୍ମପୁର୨୬/୮: ବ୍ରହ୍ମପୁର ଗୋସାଣିନୂଆ ଗାଁ ଗୁଣ୍ଡିଚା ମନ୍ଦିର ନିକଟରେ ଆମ୍ବୁଲାନ୍ସ ଗାଡି ଦୁର୍ଘଟଣାଗ୍ରସ୍ତ । କୋଭିଡ୍ ୧୯ ଆମ୍ବୁଲାନ୍ସ ଗାଡି ଏକ ଡିଭାଇଡରକୁ ପିଟିବା ଫଳରେ ଗାଡିର ସମ୍ମୁଖ ଭାଗ ନଷ୍ଟ ହୋଇଯାଇଛି । ତେବେ ଏଥିରେ କାହାର କିଛି କ୍ଷତି ହୋଇନି । ଗତ ୪ ଦିନ ମଧ୍ୟରେ ସେହି ଗୋଟିଏ ସ୍ଥାନରେ ତିନୋଟି ଦୁର୍ଘଟଣା  ଘଟିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.