Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ରାଜ୍ୟରେ ବଢିବ କୋଭିଡ୍ ଟେଷ୍ଟ : ଖୁବ୍ ଶୀଘ୍ର ସେରୋଲୋଜିକାଲ୍ ସର୍ଭେ, ମଗାଯାଇଛି ୫୦ହଜାର କିଟ୍

26/06/2020 at 1:36 PM

ଭୁବନେଶ୍ବର ୨୬।୬: ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଖ୍ୟା । ଜୁଲାଇ ମାସରେ କରୋନା ଟେଷ୍ଟ ବଢାଯିବ । ଏସସିବି, ଆଇସିଏମଆର, ଆଇଏଲଏସରେ ଟେଷ୍ଟ ବଢାଯିବ । ୭ଟି ମେଡିକାଲ କଲେଜରେ ୧୫୦ରୁ ୨ ଶହ ଟେଷ୍ଟ କରାଯିବ । ଝାରସୁଗୁଡା, କେନ୍ଦୁଝର, ଅନୁଗୋଳ, ପୁରୀ ଏବଂ କଳାହାଣ୍ଡିରେ ଏହି ଟେଷ୍ଟ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

ରାଜ୍ୟରେ ଆଣ୍ଟିବଡି, ଆଣ୍ଟିଜେନ ଏବଂ ସେରୋଲୋଜିକାଲ ସର୍ଭେ କରାଯିବ । ଏଥିପାଇଁ ୫୦,୦୦୦ କିଟ୍ ଅର୍ଡର କରାଯାଇଛି । ଆସନ୍ତା ସପ୍ତାହରୁ ଏହି କିଟ୍ ମାଧ୍ୟମରେ ଟେଷ୍ଟ ହେବ । ପୁରୀ, ଗଞ୍ଜାମ, ଗଜପତି, ଭୁବନେଶ୍ବର ଏବଂ ବଡମ୍ବା ନରସିଂହପୁରରେ ସେରୋଲୋଜିକାଲ ସର୍ଭେ କରାଯିବ । ଆସନ୍ତା ସପ୍ତାହରେ ଏହି ସର୍ଭେ ଆରମ୍ଭ ହେବ ।

ପ୍ରଥମେ ପୁରୀରୁ ଏହି ସର୍ଭେ ଆରମ୍ଭ ହେବ । ତାପରେ ଭୁବନେଶ୍ବର, ଗଞ୍ଜାମ, ଗଜପତି ଏବଂ ଶେଷରେ ବଡମ୍ବା ନରସିଂହପୁରରେ ସର୍ଭେ କରାଯିବ । ଆସନ୍ତା ସପ୍ତାହରେ ଟେଷ୍ଟ କିଟ୍ ରାଜ୍ୟରେ ଉପଲବ୍ଧ ହେବ। 

   Related Posts