Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

କୋଭିଡ ଟେଷ୍ଟରେ ଓଡିଶା ଦେଶରେ ୫ ନମ୍ବର ରାଜ୍ୟ, ଟେଷ୍ଟିଂ ହାର ଜାତୀୟ ହାରଠୁ ଢେର୍ ଅଧିକ

14/08/2020 at 9:08 PM

ଭୁବନେଶ୍ୱର, ୧୪|୦୮ : ଓଡିଶା କରୋନା ମୁକାବିଲାରେ ଆଗରେ ରହିଛି । ରାଜ୍ୟରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ କରୋନା ଟେଷ୍ଟିଂ କରାଯାଉଛି । କୋଭିଡ୍ ଟେଷ୍ଟିଂରେ ରାଜ୍ୟ ଦେଶରେ ୫ମ ସ୍ଥାନରେ ରହିଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଟ୍ୱିଟ୍ ଯୋଗେ କହିଛନ୍ତି ଯେ, କୋଭିଡ୍ ଟେଷ୍ଟିରେ ଦେଶର ଅଗ୍ରଣୀ ରାଜ୍ୟ ମଧ୍ୟରେ ଓଡିଶା ୫ମ ସ୍ଥାନରେ ରହିଛି । ୧୦ ଲକ୍ଷ ଲୋକ ସଂଖ୍ୟାରେ ଦୈନିକ ୮୬୭ ଟେଷ୍ଟିଂ କରାଯାଉଛି । ଜାତୀୟ ହାରଠୁ ଏହା ଢେର୍ ଅଧିକ । ଜାତୀୟସ୍ତରରେ ଦୈନିକ ୧୦ ଲକ୍ଷ ଲୋକରେ ୬୦୨ ଟେଷ୍ଟିଂ କରାଯାଉଛି । ଆଗକୁ ଟେଷ୍ଟିଂ ବୃଦ୍ଧି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

   Related Posts