କୋଭିଡ୍ କଟକଣାକୁ ଫୁ : ମା’ ଲୋଭୀ ଠାକୁରାଣୀ ମନ୍ଦିର ପରିସରରେ ଅସମ୍ଭାଳ ଭିଡ

Published By : Prameya-News7 Bureau | November 08, 2021 IST

ଆଠଗଡ ୮।୧୧: ଆଠଗଡ ତିଗିରିଆ ବ୍ଲକ୍ ଅନ୍ତର୍ଗତ ବିନ୍ଧାଣିମା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଲୋଭୀ ଠାକୁରାଣୀ ମନ୍ଦିର ପରିସରରେ ଅସମ୍ଭାଳ ଭିଡ । କାର୍ତ୍ତିକ ମାସର ତୃତୀୟ ସୋମବାରରେ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଭିଡ଼ ପରିଲକ୍ଷିତ ହୋଇଛି ।

{"id":540390,"width":753,"height":401,"sizeSlug":"full","linkDestination":"none"}

ଆଶ୍ଚର୍ଯ୍ୟର କଥା ଯେ, କୋଭିଡ୍ କଟକଣା ଥାଇ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିବା ଅଭିଯୋଗ ହୋଇଛି । ହଜାର ହଜାର ସଂଖ୍ୟାରେ ଭକ୍ତମାନେ ଆସିଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ କୌଣସି କର୍ମଚାରୀ ନଥିବା ପରିଲକ୍ଷିତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.