ଗଞ୍ଜାମରେ ପର୍ଯ୍ୟଟନସ୍ଥଳୀରେ ଲାଗିଲା କଟକଣା : ଗୋପାଳପୁର ଓ ସୋନପୁର ବେଳାଭୂମି ଶନିବାର-ରବିବାର ବନ୍ଦ, ମା’ ତାରାତାରିଣୀ ପୀଠ ବୁଧବାର ବନ୍ଦ

Published By : Prameya-News7 Bureau | April 09, 2021 IST

ବ୍ରହ୍ମପୁର ୯।୪: କୋଭିଡ୍ ସ୍ଥିତି ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନର କଡା ପଦକ୍ଷେପ । ଗୋପାଳପୁର ଏବଂ ସୋନପୁର ବେଳାଭୂମି ଶନିବାର ଓ ରବିବାର ବନ୍ଦ ରହିବ । ବ୍ରହ୍ମପୁର ରାମଲିଙ୍ଗେଶ୍ବର ପାର୍କ ଓ ତାମ୍ପରା ସୋମବାର ବନ୍ଦ ରହିବ । ମା’ ତାରାତାରିଣୀ ପୀଠ ବୁଧବାର ବନ୍ଦ ରହିବ । ଏ ନେଇ ଟ୍ବିଟ୍ ଯୋଗେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.