Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

କରୋନା କଟକଣାକୁ ଫୁ : ସାମାଜିକ ଦୂରତା ଭୁଲି କଳସ ଶୋଭାଯାତ୍ରାରେ ସାମିଲ ହେଲେ ଲୋକେ

7/11/2020 at 5:05 PM

ସାଲେପୁର ୭।୧୧: କରୋନା ମହାମାରୀ ଦିନକୁ ଦିନ ତାର କାୟା ବିସ୍ତାର କରି ଚାଲିଥିଲାବେଳେ ପ୍ରଶାସନର ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଏହାକୁ ରୋକିବା ପାଇଁ ପ୍ରଶାସନିକ ସ୍ତରରେ ଚାଲିଛି ଜୋରଦାର ପ୍ରଚାର ପ୍ରସାର । ସରକାର ପୂଜାର୍ଚ୍ଚନା ପାଇଁ ପୀଠ, ମଣ୍ଡପ, ଯଜ୍ଞ ଆଦି ଧାର୍ମିକ ସ୍ଥାନମାନଙ୍କରେ କଡାକଡି କରିଛନ୍ତି କୋଭିଡ଼ ନିୟମ । ଆଉ ଏହି ନିୟମ ଭିତରେ ରହି ପୂଜାର୍ଚ୍ଚନା କରିପାରିବେ । ଏଥିରେ ଯଦି ତ୍ରୁଟି ଦେଖାଦିଏ ସରକାରଙ୍କ କୋଭିଡ଼ ଗାଇଡ୍ ଲାଇନ୍ ଅନୁସାରେ ଆଇନ ଅନୁଯାୟୀ ଦଣ୍ଡିତ ହେବାକୁ ପଡିବ ।

ହେଲେ କଟକ ଜିଲ୍ଲା ସାଲେପୁର ଭାତପଡାଠାରେ ବୁଢିଆଣୀ ଠାକୁରାଣୀଙ୍କ ଯଜ୍ଞ ପୀଠରେ ଦେଖିବାକୁ ମିଳିଛି ବ୍ୟତିକ୍ରମ । ସରକାରଙ୍କ କୋଭିଡ୍ ଗାଇଡ୍ ଲାଇନକୁ ଖୋଲାଖୋଲି ଉଲ୍ଲଂଘନ । କୋଭିଡ୍ ଗାଇଡ୍ ଲାଇନକୁ ଏହି ପୀଠରେ ଖୋଲା ଖୋଲି ଉଲ୍ଲଂଘନ କରାଯାଇଥିବା ଦେଖିବାକୁ ମିଳିଛି । କଟକ ଜିଲ୍ଲା ଭାତପଡା ଗାଁରେ ଥିବା ବୁଢିଆଣୀ ଠାକୁରାଣୀଙ୍କ ପାଖରେ ଚାଲିଛି ପୂଜାର୍ଚ୍ଚନା, କଳସ ଶୋଭାଯାତ୍ରା ଆଉ ଯଜ୍ଞ ପାଇଁ ସମସ୍ତ ପ୍ରସ୍ତୁତି । ଏହି ଯଜ୍ଞର କଳସ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି ହଜାର ହଜାର ଗ୍ରାମବାସୀ । ନାହିଁ ସାମାଜିକ ଦୂରତା ।

ଧାର୍ମିକ ଅନୁଷ୍ଠାନକୁ ସରକାର ଅନୁମତି ପ୍ରଦାନ କରିଛନ୍ତି ସତ ହେଲେ କୋଭିଡ଼ କଟକଣା ଭିତରେ ରହି ପୂଜାର୍ଚ୍ଚନା କରିବା ପାଇଁ ସରକାର ଅନୁମତି ପ୍ରଦାନ କରିଛନ୍ତି ।

   Related Posts