ଭୁବନେଶ୍ବର ୨୨।୧୦: ରାଜ୍ୟରେ ଖସିବାରେ ଲାଗିଛି କରୋନା ଗ୍ରାଫ୍ । ୨୪ ଘଣ୍ଟା ମଧ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୧୯୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।
୧୫ ମୃତକଙ୍କ ମଧ୍ୟରୁ ଅନୁଗୋଳ, ମୟୁରଭଞ୍ଜ ଜିଲ୍ଲାରୁ ଜଣେ ଜଣେ ଲେଖାଏଁ, ଢେଙ୍କାନାଳ, ଖୋର୍ଦ୍ଧା, ସୋନପୁର ଜିଲ୍ଲାରୁ ୨ ଜଣ ଲେଖାଏଁ, କଟକ, ପୁରୀ, ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।
wp:html/wp:html wp:htmlRegret to inform the demise of fifteen #COVID19 positive patients while under treatment in hospitals.
— H & FW Dept Odisha (@HFWOdisha) October 22, 2020
1. A 50-year old female of Dhenkanal district.
2. A 42-year old male of Dhenkanal district who was also suffering from Diabetes.
3. A 29-year old female of Rourkela.
/wp:html wp:html4. A 73-year old male of Cuttack who was also suffering from Hypertension, Diabetes.
— H & FW Dept Odisha (@HFWOdisha) October 22, 2020
5. A 73-year old male of Bhubaneswar who was also suffering from Diabetes & Hypertension.
6. A 78-year old male of Bhubaneswar who was also suffering from Bronchial Asthma.
/wp:html wp:html7. A 57-year old male of Mayurbhanj district who was also suffering from CKD.
— H & FW Dept Odisha (@HFWOdisha) October 22, 2020
8. A 72-year old male of Mayurbhanj district.
9. An 84-year old male of Angul district.
10. An 85-year old female of Angul district.
/wp:html wp:html11. A 45-year old male of Angul district who was also suffering from Diabetes & Hypertension.
— H & FW Dept Odisha (@HFWOdisha) October 22, 2020
12. A 48-year old male of Puri district who was also suffering from Diabetes.
13. A 41-year old male of Subarnapur district who was also suffering from Diabetes.
/wp:html14. A 65-year old female of Subarnapur district.
— H & FW Dept Odisha (@HFWOdisha) October 22, 2020
15. A 70-year old male of Mayurbhanj district who was also suffering from Diabetes.
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୭୬୦୯୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୯୯୩୨ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୨୫୪୯୧୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୧୧୯୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୪୧୯୯୫୦୮ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।