ପ୍ରତି ପଞ୍ଚାୟତରେ ହେବ ‘କୋଭିଡ୍ କେୟାର ହୋମ୍’: ମୁଖ୍ୟମନ୍ତ୍ରୀ
17/06/2020 at 4:01 PM

ଭୁବନେଶ୍ବର୧୭/୬: କରୋନା ମୁକାବିଲା ନେଇ ରାଜ୍ୟ ସରକାର ବିଭିନ୍ନ ପ୍ରକାର ଉନ୍ନତିମୂକଳ ପଦକ୍ଷେପ ଗ୍ରହଣ କରିଛନ୍ତି। ତେଣୁ ରାଜ୍ୟରେ କୋଭିଡ୍ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ଏବେ ପ୍ରତ୍ୟେକ ପଞ୍ଚାୟତରେ ହେବ କୋଭିଡ୍ କେୟାର ହୋମ୍ ପ୍ରତିଷ୍ଠା କରାଯିବ। ସେଥିରେ ୧୦ରୁ ୨୦ ଜଣ ରହିବାର ବ୍ୟବସ୍ଥା କରାଯିବ। ଏହାସହ ଓ୍ବାର୍ଡ ସ୍ତରୀୟ କୋଭିଡ୍ କମିଟି ଗଠନ ହେବ। କମିଟିରେ ରହିବେ ଆଶା, ଅଙ୍ଗନବାଡ଼ି କର୍ମୀ ANM, SGH ସଦସ୍ୟ। ‘କରୋନା ଚିକତ୍ସା ପଦ୍ଧତି ବାହାରି ନାହିଁ’। ତେଣୁ ସତର୍କତା ହିଁ ଆମ ପାଇଁ ଶ୍ରେଷ୍ଠ ଉପାୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
Related Posts
ବ୍ରହ୍ମପୁର: ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍ ଘଟଣାରେ ଜଣେ ଗିରଫ
18 January 2021