କୋଭିଡ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ଡ୍ରାଇଭର ଆହତ
28/07/2020 at 9:26 PM

ଗଜପତି,୨୮|୦୭: ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ମୋହନା ବ୍ଲକରେ ନିୟୋଜିତ ଥିବା ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏହି ଦୁର୍ଗଟଣାରେ ଆମ୍ବୁଲାନ୍ସ ଡ୍ରାଉଭର ସାମାନ୍ୟ ଆହତ ହୋଇଛନ୍ତି ।
ସୂଚନାନୁସାରେ, ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୬ଟା ବେଳେ ଏହି ଆମ୍ବୁଲାନ୍ସ ନମ୍ବର ( ଓଆର୍ ୧୫ ଜେ ୪୩୧୧ ) ଲୁହଗୁଡିରୁ ମୋହନା ଅଭିମୁଖେ ଆସୁଥିଲା । ତେବେ ପଥରଗଡ଼ ନିକଟରେ ଏହା ରାସ୍ତା କଡକୁ ଖସି ପଡ଼ିଥିଲା । ଏଥିରେ ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ଜଣାପଡିଛି ।
Related Posts
୮ ଜିଲ୍ଲାରେ ଘନ କୁହୁଡି, ସତର୍କ ରହିବାକୁ ପରାମର୍ଶ ଦେଲେ ଏସଆରସି
24 January 2021