Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

୫୮ଘଣ୍ଟା କିସ୍ କରି ରେକର୍ଡ଼ ଭାଙ୍ଗିଲେ ଏହି ଯୋଡ଼ି : ମିଳିଲା ଏତିକି ଟଙ୍କାର ପୁରସ୍କାର

2/07/2019 at 3:30 PM

ବ୍ୟାଙ୍କକ୍ ୨/୭: ଥାଇଲ୍ୟାଣ୍ଡରେ ରହୁଥିବା ଏକ ପ୍ରେମୀଯୁଗଳ ପୂରା ୫୮ଘଣ୍ଟା କିସ୍ କରି ରେକର୍ଡ଼ କରିବା ସହ ଲକ୍ଷ ଟଙ୍କାର ପୁରସ୍କାର ଜିତିଥିଲେ। ଥାଇଲ୍ୟାଣ୍ଡରେ ରହୁଥିବା ଏହି ପ୍ରେମୀଯୁଗଳଙ୍କ ନାଁ ହେଲା ଏକ୍କଚଇ ଏବଂ ଲକସାନା। ଏମାନେ ମାତ୍ର ୧୦-୧୫ମିନିଟ୍ ନୁହେଁ ବରଂ ପୂରା ୫୮ଘଣ୍ଟା ୩୫ମିନିଟ୍ ୫୮ସେକେଣ୍ଡ ଯାଏଁ ପରସ୍ପରକୁ କିସ୍ କରିଥିଲେ ଏବଂ ବିଚିତ୍ର ରେକର୍ଡ଼ ସୃଷ୍ଟି କରିଛନ୍ତି।

ଏହି ଯୋଡ଼ି ଭାଲେଣ୍ଟାଇନ ଡେ କିସ୍ସାଥନରେ ଯୋଗ ଦେଇଥିଲେ ଏବଂ ଏହାକୁ ଜିତିଥିଲେ। ଏହି କିସକୁ ପୃଥିବୀର ସବୁଠୁ ଲମ୍ବା କିସ୍ କୁହାଯାଇଛି। କେବଳ ଏତିକି ନୁହେଁ ଏହି ଯୋଡ଼ିଙ୍କ ନାଁ ଏହି ରେକର୍ଡ଼ରେ ଏଥିପାଇଁ ମଧ୍ୟ ସାମିଲ ହୋଇଛି ଉଭୟେ ଟୟେଲେଟ୍ ଯିବା ସମୟରେ ମଧ୍ୟ ପରସ୍ପରକୁ କିସ୍ କରିବା ବନ୍ଦ କରିନଥିଲେ। ଏହି କାରଣରୁ ଏହି ବିଚିତ୍ର ରେକର୍ଡ଼ ତାଙ୍କ ନାଁରେ ସୃଷ୍ଟି ହୋଇଛି। ରେକର୍ଡ଼ କରିବା ପରେ ଯୋଡ଼ିକୁ  ନଗଦ୨ଲକ୍ଷ ଟଙ୍କା ସହ ଦୁଇଟି ହୀରାମୁଦି ପୁରସ୍କାରସ୍ବରୂପ ଦିଆଯାଇଛି।

   Related Posts