Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ରେଲଓ୍ବେ ଷ୍ଟେସନରେ ଆପତ୍ତିଜନକ ଅବସ୍ଥାରେ ଥିଲେ ଦମ୍ପତ୍ତି, ସୋସିଆଲ ମିଡିଆରେ ହେଲା ଭାଇରାଲ୍

24/12/2019 at 8:26 AM

ମନହଟନ ୨୪।୧୨: ବେଳେ ବେଳେ ସର୍ବସାଧାରଣ ସ୍ଥାନରେ ଲୋକମାନେ ଏଭଳି କିଛି କରିବସିଥାନ୍ତି ସେମାନଙ୍କୁ ନାଁ କିଛି ଧ୍ୟାନ ରହିଥାଏ ନାଁ କିଛି ଫରକ ପଡିଥାଏ । ଏମିତି ଏକ ଦମ୍ପତ୍ତିଙ୍କୁ ରେଲଓ୍ବେ ଷ୍ଟେସନରେ ଆପତ୍ତିଜନକ ଅବସ୍ଥାରେ ଦେଖିବାକୁ ମିଳିଥିଲା । ସେହି ବାଟ ଦେଇ ଯାଉଥିବା ଲୋକଙ୍କୁ ଏହା ଆଶ୍ଚର୍ଯ୍ୟ କରିଥିଲା ।

ସୂଚନାଯୋଗ୍ୟ ଯେ, ନ୍ୟୁୟର୍କର ମନହଟନ ନିକଟସ୍ଥ ଗ୍ରାଣ୍ଡ ସେଣ୍ଟ୍ରାଲ ସବଓ୍ବେ ରେଲଓ୍ବେ ଷ୍ଟେସନରେ ଏହି ଦମ୍ପତ୍ତିଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିବାକୁ ମିଳିଥିଲା । ରେଲଓ୍ବେ ଷ୍ଟେସନର ଏକ ପ୍ଲାଟଫର୍ମରେ ଉଭୟ ଶାରିରୀକ ସଂପର୍କ ରଖିଥିବାର ଦେଖାଯାଇଥିଲା । ଦମ୍ପତ୍ତିଙ୍କୁ ଏଭଳି ଅବସ୍ଥାରେ ଦେଖି ସେହି ବାଟ ଦେଇ ଯିବାଆସିବା କରୁଥିବା ଲୋକ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ । ସର୍ବସାଧାରଣ ସ୍ଥାନରେ ସେମାନେ ଏଭଳି କରୁଥିବାର ଦେଖି ସାଧାରଣ ଲୋକଙ୍କୁ ଲାଜ୍ଜ ମଧ୍ୟ ଲାଗୁଥିଲା । ଏହି ଦମ୍ପତ୍ତି ଏଭଳି କରି ପିଡିଏ (ପବ୍ଲିକ୍ ଡିସପ୍ଲେ ଅଫ୍ ଆଫେକସନ) ଆକ୍ଟର ଉଲଂଘନ ମଧ୍ୟ କରିଥିଲେ ।

ଦମ୍ପତ୍ତି ଆପତ୍ତିଜନକ ଅବସ୍ଥାରେ ଥିବାବେଳେ ପ୍ଲାଟଫର୍ମରେ ଏକ ଟ୍ରେନ୍ ଆସି ରହିଥିଲା । ସେହି ଟ୍ରେନ୍ ରେ ଥିବା ଜଣେ ବ୍ୟକ୍ତି ଏମାନଙ୍କୁ ଏପରି ଅବସ୍ଥାରେ ଦେଖି ଭିଡିଓ କରିଦେଇଥିଲେ । ତାକୁ ପରବର୍ତ୍ତି ସମୟରେ ସୋସିଆଲ ମିଡିଆରେ ଭାଇରାଲ କରିଦେଇଥିଲେ । ରେଲଓ୍ବେ ଷ୍ଟେସନର ସିସିଟିଭିରେ ମଧ୍ୟ ଏହି ଦୃଶ୍ୟ କଏଦ ହୋଇଛି । ପୋଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଜାରି ରଖିଛି । ଦମ୍ପତ୍ତିଙ୍କ ମଧ୍ୟରୁ ଜଣେ ଶରଣାର୍ଥୀ ଥିବା ପୋଲିସ ସୂଚନା ଦେଇଛି ।

   Related Posts