Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଏହି ଦମ୍ପତ୍ତିଙ୍କ ଫଟୋ ହେଉଛି ଭାଇରାଲ, ଜାଣନ୍ତୁ କାହିଁକି

26/06/2019 at 3:42 PM

ଆଜିକାଲି ସୋସିଆଲ ମିଡିଆ ମଣିଷ ଜୀବନରେ ବହୁତ ଗୁରୁତ୍ବପୂର୍ଣ୍ଣ ହୋଇଯାଇଛି। ସୋସିଆଲ ମିଡିଆରେ କାହାର ଭାଗ୍ୟ କେତେବେଳେ ବଦଳିବ ତାହା କାହାକୁ ଜଣା ନଥାଏ। ତେବେ କିଛି ଦିନ ହେବ ଇଣ୍ଟରନେଟ୍‌ରେ ଏକ ଫଟୋ ଭାଇରାଲ ହେବାର ଲାଗିଛି। ଏହି ଦମ୍ପତ୍ତିଙ୍କ ଫଟୋ ଦେଖିଲେ କାହାକୁ ବିଶ୍ବାସ ହେବ ନାହିଁ ଯେ, ଏମାନେ ଉଭୟେ ସ୍ବାମୀ ସ୍ତ୍ରୀ।

 ଏହି ଦମ୍ପତ୍ତିର ଫଟୋ ସେୟାର ହେବା ପରେ ଫୋଟକୁ ଅନେକ ଲାଇକ୍‌ ମିଳୁଛି। ଲୋକେ ଏହି ଫଟୋକୁ ବହୁତ ପସନ୍ଦ କରିଛନ୍ତି। କମ୍ବୋଡିୟାରେ ରହୁଥିବା ଏହି ଯୁବତୀଙ୍କ ନାଁ ଲୁସି ଲୱେଲା ନିଜ ଫଟୋ ଫେସବୁକ୍‌ରେ ସେୟାର କରିଛନ୍ତି। ଫଟୋ ଲେଖି ସେ କ୍ୟାପଶନ୍‌ ଦେିଛନ୍ତି ଯେ, ଏହି ଫଟୋରେ ତାଙ୍କ ଛୋଟ ପରିବାର ଅଛି। ଏହି ଛୋଟ ପରିବାରେ ତାଙ୍କ ସ୍ବାମୀ ଓ ସେ ଅଛନ୍ତି । ପ୍ରକୃତରେ ଲୁସିଙ୍କ ସ୍ବାମୀ ପେନ ୱିସା ଦେଖିବାକୁ ପୂରା ସାଧାସିଧା। ଅପରପକ୍ଷରେ ଲୁସି ବହୁତ ସୁନ୍ଦର ଓ ଗ୍ଲାମେରସ। ଏଥିପାଇଁ ଉଭୟଙ୍କ ଯୋଡି ଦେଖି ସବୁ ଆଶ୍ଚର୍ଯ୍ୟ ହେଉଛନ୍ତି। ଏହି ଫଟୋରେ ଲକ୍ଷ ଲକ୍ଷ କମେଣ୍ଟ ଓ ଲାଇକ୍‌ ଆସିଛି। ଫେସବୁକ୍‌ରେ ଲୁସିଙ୍କର ଏକ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି।

   Related Posts