ଚଳନ୍ତା ଟ୍ରେନରେ ଦମ୍ପତ୍ତିଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ : ପୋଲିସ୍ କହିଲା ଭାଇରାଲ ଫଟୋ କ୍ଲିୟର ନାହିଁ

Published By : Prameya-News7 Bureau | December 12, 2019 IST

ମେଲବୋର୍ଣ୍ଣ ୧୨/୧୨: ବିଶ୍ବରେ ଏପରି ବ୍ୟସ୍ତମୟ ଜୀବନଶୈଳୀରେ ଲୋକେ ଜୀବନ ଅତିବାହିତ କରୁଛନ୍ତି ଯେ ନିଜର ବ୍ୟକ୍ତିଗତ ଜିନିଷ ମଧ୍ୟ ସମସ୍ତଙ୍କ ସାମନାରେ କରୁଛନ୍ତି। ଏପରି ଏକ ବିଚିତ୍ର ଘଟଣା ସାମନାକୁ ଆସିଛି। ଜଣେ ଦମ୍ପତ୍ତି ଚଳନ୍ତା ଟ୍ରେନରେ ଲୋକଙ୍କ ସାମନାରେ ଏପରି କିଛି କରିଛନ୍ତି ଯାହା ଭାଇରାଲ ହୋଇଯାଇଛି।

{"id":196714,"width":581,"height":334,"sizeSlug":"large"}

ଘଟଣାଟି ଘଟିଛି ପଶ୍ଚିମ ଅଷ୍ଟେଲିଆରେ। ଏଠାରେ ଜଣେ ଦମ୍ପତ୍ତି ଚଳନ୍ତା ଲୋକାଲ ଟ୍ରେନରେ ସେହି ବଗିରେ ଲୋକେ ବସିଥିବାବେଳେ  ପରସ୍ପରର ଅନ୍ତରଙ୍ଗ ହୋଇଥିଲେ।

{"id":196715,"width":580,"height":328,"sizeSlug":"large"}

ଗତ ମଙ୍ଗଳବାର ସକାଳେ ଦମ୍ପତ୍ତିଙ୍କ ଏକ ଫଟୋ ଫେସବୁକ ଗ୍ରୃପରେ ପୋଷ୍ଟ କରାଯାଇଥିଲା ଏବଂ ଏହା ଜୋରସୋରରେ ଭାଇରାଲ ହେଉଛି। ଏହି ଫଟୋ ପୋଲିସ ନିକଟରେ ପହଞ୍ଚିଛି।

{"id":196718,"width":580,"height":295,"sizeSlug":"large"}

ଏହି ଫଟୋରେ ଦେଖାଯାଇଛି ଯେ ଜଣେ ମହିଳା ଟ୍ରେନର ସିଟରେ ଛିଡ଼ା ହୋଇଛନ୍ତି ଏବଂ ଯୁବକ ଟ୍ରେନ୍ ସିଟରେ ବସିଛନ୍ତି। ଆଶ୍ଚର୍ଯ୍ୟର କଥା ଏହିକି ଯେ ଏହି ବଗିରେ ଆହୁରି ଅନେକ ଲୋକେ ଥିଲେ।

{"id":196719,"width":590,"height":326,"sizeSlug":"large"}

ଏହି ଘଟଣାଟି ପଶ୍ଚିମ ଅଷ୍ଟେଲିଆର ମିଡଲ୍ୟାଣ୍ଡରେ ଘଟିଛି। କେତେକ ପ୍ରତ୍ୟେକ୍ଷଦର୍ଶୀ କହିଥିଲେ ଯେ ଏହି ଦମ୍ପତ୍ତି ବେଲ୍ୟାଣ୍ଡ ଷ୍ଟେସନରେ ଓହ୍ଲାଇଥିଲେ।  

{"id":196720,"width":579,"height":386,"sizeSlug":"large"}

ପଶ୍ଚିମ ଅଷ୍ଟେଲିଆର ପୋଲିସ୍ କହିଥିଲା ଯେ ତାଙ୍କୁ ଏହି ଭାଇରାଲ ଫଟୋ ବିଷୟରେ ସୂଚନା ଦିଆଯାଇଥିଲା କିନ୍ତୁ ସେମାନେ ଏନେଇ କୌଣସି ତଦନ୍ତ କରିନାହାନ୍ତି। ପୋଲିସ କହିବାନୁସାରେ ଏହି ଫଟୋରେ କିଛି କ୍ଲିୟର ଦେଖାଯାଉନଥିବାରୁ ସେମାନେ ଏନେଇ ତଦନ୍ତ କରିନଥିଲେ।

{"id":196722,"width":583,"height":292,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.