Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ଚଳନ୍ତା ଟ୍ରେନରେ ଦମ୍ପତ୍ତିଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ : ପୋଲିସ୍ କହିଲା ଭାଇରାଲ ଫଟୋ କ୍ଲିୟର ନାହିଁ

12/12/2019 at 3:10 PM

ମେଲବୋର୍ଣ୍ଣ ୧୨/୧୨: ବିଶ୍ବରେ ଏପରି ବ୍ୟସ୍ତମୟ ଜୀବନଶୈଳୀରେ ଲୋକେ ଜୀବନ ଅତିବାହିତ କରୁଛନ୍ତି ଯେ ନିଜର ବ୍ୟକ୍ତିଗତ ଜିନିଷ ମଧ୍ୟ ସମସ୍ତଙ୍କ ସାମନାରେ କରୁଛନ୍ତି। ଏପରି ଏକ ବିଚିତ୍ର ଘଟଣା ସାମନାକୁ ଆସିଛି। ଜଣେ ଦମ୍ପତ୍ତି ଚଳନ୍ତା ଟ୍ରେନରେ ଲୋକଙ୍କ ସାମନାରେ ଏପରି କିଛି କରିଛନ୍ତି ଯାହା ଭାଇରାଲ ହୋଇଯାଇଛି।

ଘଟଣାଟି ଘଟିଛି ପଶ୍ଚିମ ଅଷ୍ଟେଲିଆରେ। ଏଠାରେ ଜଣେ ଦମ୍ପତ୍ତି ଚଳନ୍ତା ଲୋକାଲ ଟ୍ରେନରେ ସେହି ବଗିରେ ଲୋକେ ବସିଥିବାବେଳେ  ପରସ୍ପରର ଅନ୍ତରଙ୍ଗ ହୋଇଥିଲେ।

ଗତ ମଙ୍ଗଳବାର ସକାଳେ ଦମ୍ପତ୍ତିଙ୍କ ଏକ ଫଟୋ ଫେସବୁକ ଗ୍ରୃପରେ ପୋଷ୍ଟ କରାଯାଇଥିଲା ଏବଂ ଏହା ଜୋରସୋରରେ ଭାଇରାଲ ହେଉଛି। ଏହି ଫଟୋ ପୋଲିସ ନିକଟରେ ପହଞ୍ଚିଛି।

ଏହି ଫଟୋରେ ଦେଖାଯାଇଛି ଯେ ଜଣେ ମହିଳା ଟ୍ରେନର ସିଟରେ ଛିଡ଼ା ହୋଇଛନ୍ତି ଏବଂ ଯୁବକ ଟ୍ରେନ୍ ସିଟରେ ବସିଛନ୍ତି। ଆଶ୍ଚର୍ଯ୍ୟର କଥା ଏହିକି ଯେ ଏହି ବଗିରେ ଆହୁରି ଅନେକ ଲୋକେ ଥିଲେ।

ଏହି ଘଟଣାଟି ପଶ୍ଚିମ ଅଷ୍ଟେଲିଆର ମିଡଲ୍ୟାଣ୍ଡରେ ଘଟିଛି। କେତେକ ପ୍ରତ୍ୟେକ୍ଷଦର୍ଶୀ କହିଥିଲେ ଯେ ଏହି ଦମ୍ପତ୍ତି ବେଲ୍ୟାଣ୍ଡ ଷ୍ଟେସନରେ ଓହ୍ଲାଇଥିଲେ।  

ପଶ୍ଚିମ ଅଷ୍ଟେଲିଆର ପୋଲିସ୍ କହିଥିଲା ଯେ ତାଙ୍କୁ ଏହି ଭାଇରାଲ ଫଟୋ ବିଷୟରେ ସୂଚନା ଦିଆଯାଇଥିଲା କିନ୍ତୁ ସେମାନେ ଏନେଇ କୌଣସି ତଦନ୍ତ କରିନାହାନ୍ତି। ପୋଲିସ କହିବାନୁସାରେ ଏହି ଫଟୋରେ କିଛି କ୍ଲିୟର ଦେଖାଯାଉନଥିବାରୁ ସେମାନେ ଏନେଇ ତଦନ୍ତ କରିନଥିଲେ।

   Related Posts