ବିନା ପୋଷାକରେ ବିବାହ କଲେ ଏହି ଯୋଡ଼ି : ଫଟୋ ଭାଇରାଲ
10/08/2019 at 1:16 PM

ବିବାହ କରିବା ପାଇଁ ଦମ୍ପତ୍ତି ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରିଥାଆନ୍ତି। କିଛି ମାସ ତଳେ ଜଣେ ଏକ ଯୋଡ଼ି ଗଭୀର ସମୁଦ୍ରରେ ବିବାହ କରିଥିଲେ ଏବଂ ଏବେ ଜଣେ ଯୋଡ଼ି ବିନା ପୋଷାକରେ ବିବାହ କରିଛନ୍ତି। ବିନା ପୋଷାକରେ ବିବାହ କରିଥିଲେ ସୁଦ୍ଧା କେହି ଜାଣିପାରିନଥିଲେ ଯେ ଏହି ଯୋଡ଼ି ପୋଷାକ ପିନ୍ଧି ନାହାନ୍ତି। ଏହାର କାରଣ ଥିଲା ପେଣ୍ଟିଙ୍ଗ୍।

ଆପଣ ଭାବୁଥିବେ ଯେ ଏହା କିପରି ସମ୍ଭବ। ପ୍ରକୃତରେ ଏହି ବର କନିଆଁ ନିଜ ନିଜ ଶରୀରରେ ପେଣ୍ଟିଙ୍ଗ କରିଥିଲେ କିନ୍ତୁ ତାଙ୍କୁ ଦେଖି ଏପରି ଲାଗୁଥିଲା ଯେ ଯେପରିକି ସେମାନେ ଡିଜାଇନର ଡ୍ରେସ୍ ପିନ୍ଧିଛନ୍ତି।

କିନ୍ତୁ ଏହା ଏଯାଏଁ
ଜଣା ପଡ଼ିପାରିନାହିଁ ଯେ ବିବାହ କେଉଁ ଦେଶରେ ହୋଇଛି।