Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଟିକାକରଣ ଏକ କୋଟି ପାର, ଶୁଭେଚ୍ଛା ଜଣାଇଲା ସ୍ବାସ୍ଥ୍ୟ ବିଭାଗ
  • ||
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୪୫୮୭ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୬୭୧ ଡିସଚାର୍ଜ
  • ||
  • ଜୁନ ୨୪ରେ ବୈଠକ ଡାକିଲେ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧି, ଦଳୀୟ କନ୍ଦଳ ନେଇ ହେବ ମାନସମନ୍ଥନ
  • ||
  • ଭଦ୍ରକ : ବ୍ରାଉନସୁଗାର ସେବନକୁ ବିରୋଧ କରିବାରୁ ମାରଣାସ୍ତ୍ର ଧରି ଗୋଡାଇଲେ ଯୁବକ, ୩ ଗିରଫ, ୧୦ ଗ୍ରାମ ବ୍ରାଉନସୁଗାର ଜବତ
  • ||
  • ଭୁବନେଶ୍ବର : କୋଭିଡ୍ ଦ୍ବାରା କ୍ଷତିଗ୍ରସ୍ତ ଅନେକ ଅର୍ଗାନ୍ ରହୁନି ସୁରକ୍ଷିତ – ଡିଏମଇଟି
  • ||
  • ୫୦ ନେତାଙ୍କୁ ପ୍ରିୟଙ୍କା ଗାନ୍ଧୀଙ୍କ ଫୋନ୍ : ‘ଆପଣଙ୍କ ଟିକେଟ୍ କନଫର୍ମ୍, ନିର୍ବାଚନ ପାଇଁ ପ୍ରସ୍ତୁତ ହୁଅ’
  • ||
  • ଇଟ୍ଟାନଗର : ପୁଣି ଥରିଲା ଅରୁଣାଞ୍ଚଳ ପ୍ରଦେଶ, ଇଟ୍ଟାନଗରରେ ଭୂକମ୍ପ ଝଟ୍‌କା
  • ||
  • ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ନୂଆ ଗାଇଡ୍ ଲାଇନ୍ ଅନୁଯାୟୀ ବ୍ୟବହାର ହେବ ଷ୍ଟେରଏଡ୍ – ନିରଞ୍ଜନ ମିଶ୍ର
  • ||
  • ଭୁବନେଶ୍ବର : ଦ୍ବିତୀୟ ଲହର ଅପେକ୍ଷା ତୃତୀୟ ଲହର ପ୍ରଭାବ କମ୍, ତଥାପି ଜୋରଦାର କରିବାକୁ ପଡିବ ଟିକାକରଣ – ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ପାଟଣା : ଘରେ ଶୋଇଥିବା ବେଳେ କାମୁଡିଦେଲା ସାପ, ଚାଲିଗଲା ମହିଳାଙ୍କ ଜୀବନ
  • ||

ଉଲଗ୍ନ ହୋଇ ବିବାହ କଲେ ଦମ୍ପତି, ଜାଣିବେ ତ ଆପଣଙ୍କ ହୋସ ଉଡ଼ିଯିବ

1/01/2019 at 8:09 PM

ନ୍ୟୁଜିଲାଣ୍ଡ ୧/୧- ମଣିଷ ଜୀବନର ବିବାହ  ମହତ୍ତ୍ଵପୂର୍ଣ୍ଣ ଅବସର ହୋଇଥାଏ  । ସମସ୍ତଙ୍କର ବିବାହକୁ ନେଇ ସ୍ଵପ୍ନଟିଏ ଥାଏ , କିଭଳି ଭାବେ ଏହି ମୁହୁର୍ତ୍ତକୁ ସାଙ୍ଗସାଥୀ, ପରିଜନଙ୍କ ସହିତ ବିତାଇବେ । କିଛି ଲୋକଙ୍କ ବିବାହକୁ ନେଇଥାଏ ଅଜବ ଚିନ୍ତା ମଧ୍ୟ ଥାଏ । ଚର୍ଚ୍ଚାରେ ରହିବାକୁ କିମ୍ବା କାହାକୁ ଖୁସିକରିବାକୁ କିଛି ଲୋକ ଭିନ୍ନ ଢ଼ଙ୍ଗରେ କରିଥାନ୍ତି ବିବାହ ।

ଆମେ ଆପଣଙ୍କୁ ଆଜି ଯେଉଁ ବିବାହ କଥା କହିବାକୁ ଯାଉଛୁ, ଶୁଣିବେ ତ ମୁଣ୍ଡରେ ଦେଇଦେବେ ହାତ । ନ୍ୟୁଜିଲାଣ୍ଡରେ ଏମିତି ଏକ ବିବାହ ଅନୁଷ୍ଠିତ ହୋଇଛି, ଯେଉଁଠି ବରକନ୍ୟା ସଂପୂର୍ଣ୍ଣ ଉଲଗ୍ନ ହୋଇ ସେଲିବ୍ରେଟ୍ କରିଛନ୍ତି ସେମାନଙ୍କର ବିବାହ ଉତ୍ସବ ।

ଏହି ବିବାହ ସାରାଦୁନିଆରେ ଚର୍ଚ୍ଚାରେ ରହିଥିଲା । ନ୍ୟୁଜିଲାଣ୍ଡରେ ବାସ କରୁଥିବା ୫୪ ବର୍ଷ ବୟସ୍କ ଜେମ୍ ଆଦାମସ ନିଜ ସ୍ତ୍ରୀ ସୁଇକୁ ଏମିତି ନିଆରା ଢ଼ଙ୍ଗରେ ବିବାହ କରିଛନ୍ତି । ଏହିଭଳି ବିବାହ ଆୟୋଜନ ପାଇଁ ଅବଶ୍ୟ ଉଭୟ ପରିବାରଙ୍କ ଭିତରୁ କେହି ଯୋଗଦେଇନାହାଁନ୍ତି । ଏହିଭଳି ବିବାହକୁ ଉଭୟ ପରିବାର ନାପସନ୍ଦ କରିଥିବାବେଳେ  ଏହି ଦମ୍ପତି କିନ୍ତୁ ବେଶ୍ ଖୁସି ଅଛନ୍ତି । ଏମିତିକି ସେମାନେ କାଟିଥିବା କେକ୍ ମଧ୍ୟ ସେହିଭଳି ଭାବରେ ତିଆରି କରାଯାଇଥିଲା । କେକ୍ ଉପରେ ଦୁଇଟି ଛୋଟପିଲାଙ୍କର ଷ୍ଟାଚ୍ୟୁ କରାଯାଇଥିଲା, ସେମାନେ ବି ସଂପୂର୍ଣ୍ଣ ଉଲଗ୍ନ ଥିଲେ ।

ଏହି ବିବାହକୁ ନେଇ ୪୭ ବର୍ଷ ବୟସ୍କା ସୁଇ କହିଛନ୍ତି, ତାଙ୍କ ସ୍ଵାମୀଙ୍କର ଉଲଗ୍ନ ହୋଇ ବିବାହ କରିବାର ଅଭିଳାଷ ଅନେକ ଦିନରୁ ଥିଲା । ତାଙ୍କୁ ଖୁସି କରିବାକୁ ବିବାହ ସମୟରେ ଉଲଗ୍ନ ହେବା କଥା ସୁଇ ପ୍ରକାଶ କରିଛନ୍ତି ।

   Related Posts