Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଦିନରେ ପାର୍କରୁ ଆପତ୍ତିଜନକ ଅବସ୍ଥାରେ ଧରାପଡ଼ିଲେ ପ୍ରେମୀ ଯୁଗଳ : ସିସିଟିଭିରେ କଏଦ ହେଲା ଦୃଶ୍ୟ

24/11/2019 at 12:20 PM

ଦିନବେଳା ଜଣେ ପ୍ରେମୀ ଯୁଗଳ ପାର୍କରେ ଶାରିରୀକ ସମ୍ପର୍କ ସ୍ଥାପନ କରୁଥିବାବେଳେ ସିସିଟିଭିରେ ଏହି ଦୃଶ୍ୟ କଏଦ ହୋଇଛି। ଭିଡିଓ ଫୁଟେଜରୁ ଜଣା ପଡ଼ିଛି ଯେ ଘଟଣା ସମୟରେ ପାର୍କରେ ସାଧାରଣ ଲୋକେ ମଧ୍ୟ ପଶିଥିଲେ। ଏହି ଘଟଣାଟି ଘଟିଛି ଅଷ୍ଟେଲିଆର ପର୍ଥରେ ଥିବା ଲାଙ୍ଗଲେ ପାର୍କରେ।

ଲାଙ୍ଗଲେ ପାର୍କ ଏକ ସାର୍ବଜନିକ ପାର୍କ ଏବଂ ଏଠାରେ ଯେକୌଣସି ବ୍ୟକ୍ତି ପ୍ରବେଶ କରିବାର ସହମତି ରହିଛି। ‘ଦ ବେଲ୍ ଟାଓ୍ବାର ଟାଇମସ ଅନୁସାରେ ଘଟଣାର ଭିଡିଓ ସୋଶିଆଲ ମିଡିଆରେ ସେୟାର କରାଯାଇଛି।

ଶାରିରୀକ ସମ୍ପର୍କ ସ୍ଥାପନ କରୁଥିବା ସମୟରେ ଏକ କୁକୁର ପ୍ରେମୀ ଯୁଗଳଙ୍କ ପାଖକୁ ଚାଲି ଯାଇଥିଲା। ଫଳରେ ସେମାନେ ଡିଷ୍ଟର୍ବ ହୋଇଯାଇଥିଲେ। ଏହା ପରେ କୁକୁରର ମାଲିକ ମଧ୍ୟ ପ୍ରେମୀ ଯୁଗଳଙ୍କ ନିକଟକୁ ଆସିଯାଇଥିଲେ। ପ୍ରେମୀ ଯୁଗଳ ଏବଂ କୁକୁରର ମାଲିକଙ୍କ ମଧ୍ୟରେ କିଛି କଥାବାର୍ତ୍ତା ହେବାର ଦେଖାଯାଇଥିଲା।

ଅଷ୍ଟେଲିଆର ଭିନ୍ନ ଭିନ୍ନ ରାଜ୍ୟରେ ସାର୍ବଜନିକ ସ୍ଥାନରେ ସେକ୍ସ କରିବାର ସ୍ବତନ୍ତ୍ର ଆଇନ୍ ରହିଛି। ଅଧିକାଂଶ ରାଜ୍ୟରେ ଏହାକୁ ଅପରାଧ ବୋଲି କୁହାଯାଏ। କିନ୍ତୁ ଅନେକ ଥର ପ୍ରେମୀଯୁଗଳ ଏଥିରେ ଛାଡ଼ ପାଇଯାଇଥାଆନ୍ତି।

ସୋଶିଆଲ ମିଡିଆରେ ସାମନାକୁ ଆସିଥିବା ଲାଙ୍ଗଲେ ପାର୍କର ଭିଡିଓରେ ଦେଖାଯାଇଛି ଯେ ପ୍ରେମୀ ଯୁଗଳଙ୍କ କିଛି ଦୂରରେ ଲୋକେ ଯିବା ଆସିବା କରୁଛନ୍ତି। ପାର୍କ ପାଖରେ ଥିବା ଏକ ଅଫିସରେ ଲାଗିଥିବା କ୍ୟାମେରାରେ ଘଟଣାର ଭିଡିଓ ରେକର୍ଡ଼ିଂ ହୋଇଯାଇଥିଲା। ଏହି ମାମଲାରେ ପୋଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ କି ନାହିଁ ସେନେଇ କିଛି ଜଣାପଡ଼ିନାହିଁ। ଯଦି ପ୍ରେମୀଯୁଗଳ ଦୋଷୀ ସାବ୍ୟସ୍ତ ହେଲେ ତେବେ ସ୍ଥାନୀୟ ଆଇନ୍ ଅନୁଯାୟୀ ପ୍ରେମୀ ଯୁଗଳଙ୍କୁ ୨ବର୍ଷର ଦଣ୍ଡ ହୋଇପାରେ।

   Related Posts