ଗଛରେ ଗାମୁଛା ଲଗାଇ ପ୍ରେମୀ ଯୁଗଳ ଆତ୍ମହତ୍ୟା

Published By : Prameya-News7 Bureau | March 25, 2019 IST

ଉମରକୋଟ ୨୫/୩ : ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା | ଉମରକୋଟ ଥାନା ଛଟାଗୁଡା ଗାଁରେ ଘଟିଛି ଏହିଭଳି ଘଟଣା | ଗାଁ ପୋଖରୀ ନିକଟସ୍ଥ ଏକ ଗଛରେ ଗାମୁଛା ଲଗାଇ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିଛନ୍ତି | ମୃତକ ହେଲେ ମହେଶ୍ବର ଗଣ୍ଡ ଓ ସୁଶିଳା କଲାର | ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି | ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଉମରକୋଟ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି | ସକାଳୁ ସକାଳୁ ଗାଁ ଲୋକେ ପୁକାହାରୀ ନିକଟକୁ ଆସିବା ପରେ ଉଭୟଙ୍କ ମୃତଦେହ ଗଛରେ ଝୁଲୁଥିବାର ଦେଖିଥିଲେ | ଏହାପରେ ପୋଲିସକୁ ଖରାବ ଦେଇଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.