Saturday, April 20, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗଛରେ ଗାମୁଛା ଲଗାଇ ପ୍ରେମୀ ଯୁଗଳ ଆତ୍ମହତ୍ୟା

ଉମରକୋଟ ୨୫/୩ : ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା | ଉମରକୋଟ ଥାନା ଛଟାଗୁଡା ଗାଁରେ ଘଟିଛି ଏହିଭଳି ଘଟଣା | ଗାଁ ପୋଖରୀ ନିକଟସ୍ଥ ଏକ ଗଛରେ ଗାମୁଛା ଲଗାଇ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିଛନ୍ତି | ମୃତକ ହେଲେ ମହେଶ୍ବର ଗଣ୍ଡ ଓ ସୁଶିଳା କଲାର | ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି | ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଉମରକୋଟ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି | ସକାଳୁ ସକାଳୁ ଗାଁ ଲୋକେ ପୁକାହାରୀ ନିକଟକୁ ଆସିବା ପରେ ଉଭୟଙ୍କ ମୃତଦେହ ଗଛରେ ଝୁଲୁଥିବାର ଦେଖିଥିଲେ | ଏହାପରେ ପୋଲିସକୁ ଖରାବ ଦେଇଥିଲେ |

256 Views

   ସମ୍ବନ୍ଧିତ ଖବର