ସ୍କୁଲ ସାମନାରେ ଅତିକ୍ରମ କରୁଥିବା ବସରେ ଶାରିରୀକ ସମ୍ପର୍କ ସ୍ଥାପନ କରୁଥିଲେ ପ୍ରେମୀ ଯୁଗଳ: ଫଟୋ ହେଲା ଭାଇରାଲ୍
23/12/2019 at 3:33 PM

ଏକ ପ୍ରେମୀ ଯୁଗଳ ସ୍କୁଲ୍ ସାମନାରେ ଅତିକ୍ରମ କରୁଥିବା ବସରେ ଶାରିରୀକ ସମ୍ପର୍କ ସ୍ଥାପନ କରୁଥିଲେ। ସାମନାରେ କାଚ ଝରକା ହୋଇଥିବାରୁ ପ୍ରେମୀ ଯୁଗଳଙ୍କ ଏହି ମୁହୂର୍ତ୍ତକୁ ଜଣେ ବାହାର ବ୍ୟକ୍ତି ରେକର୍ଡ଼ିଂ କରି ଦେଇଥିଲେ। ସୋସିଆଲ ମିଡିଆରେ ଭିଡିଓ ସାମନାକୁ ଆସିବା ପରେ ଲୋକେ ପ୍ରେମୀ ଯୁଗଳଙ୍କ ନିନ୍ଦା କରିଥିଲେ। ବସ୍ ଚଲାଉଥିବା ଟ୍ରାଞ୍ଜିଟ୍ କମ୍ପାନୀ ଘଟଣା ବିଷୟରେ ସୂଚନା ଦେଇଛନ୍ତି।
ଘଟଣାଟି ଘଟିଛି ବ୍ରିଟେନରେ। ମାଞ୍ଚେଷ୍ଟରର ପ୍ରେଷ୍ଟଓ୍ବିଚରୁ ବସ୍ ଅତିକ୍ରମ କରୁଥିଲା। ସେହି ସମୟରେ କାରରେ ଯାଉଥିବା ଜଣେ ଇଞ୍ଜିନିୟର ପ୍ରେମୀ ଯୁଗଳଙ୍କ ସନ୍ଦିଗ୍ଧ ଆଚରଣକୁ ଲକ୍ଷ୍ୟ କରିଥିଲେ।
ଘଟଣାଟି ଘଟିଛି ଗତ ସପ୍ତାହରେ। ଘଟଣା ସମୟରେ ବସରେ ଅନ୍ୟ ଲୋକେ ମଧ୍ୟ ଯାତ୍ରା କରୁଥିଲେ।
ପ୍ରଥମେ ତାଙ୍କୁ ଏହା ମଜାଳିଆ ଷ୍ଟଣ୍ଟ ଲାଗିଥିଲା କିନ୍ତୁ ପରେ ସେ ଦେଖିଲେ ଯେ ବସଟି ଏକ ସ୍କୁଲ୍ ଦେଇ ଅତିକ୍ରମ କରୁଛି ଏବଂ ପ୍ରେମୀ ଯୁଗଳ ଏପରି ଆଚରଣରେ ମସଗୁଲ୍ ଅଛନ୍ତି।