Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

ସ୍କୁଲ ସାମନାରେ ଅତିକ୍ରମ କରୁଥିବା ବସରେ ଶାରିରୀକ ସମ୍ପର୍କ ସ୍ଥାପନ କରୁଥିଲେ ପ୍ରେମୀ ଯୁଗଳ: ଫଟୋ ହେଲା ଭାଇରାଲ୍

23/12/2019 at 3:33 PM

ଏକ ପ୍ରେମୀ ଯୁଗଳ ସ୍କୁଲ୍ ସାମନାରେ ଅତିକ୍ରମ କରୁଥିବା ବସରେ ଶାରିରୀକ ସମ୍ପର୍କ ସ୍ଥାପନ କରୁଥିଲେ। ସାମନାରେ କାଚ ଝରକା ହୋଇଥିବାରୁ ପ୍ରେମୀ ଯୁଗଳଙ୍କ ଏହି ମୁହୂର୍ତ୍ତକୁ ଜଣେ ବାହାର ବ୍ୟକ୍ତି ରେକର୍ଡ଼ିଂ କରି ଦେଇଥିଲେ। ସୋସିଆଲ ମିଡିଆରେ ଭିଡିଓ ସାମନାକୁ ଆସିବା ପରେ ଲୋକେ ପ୍ରେମୀ ଯୁଗଳଙ୍କ ନିନ୍ଦା କରିଥିଲେ। ବସ୍ ଚଲାଉଥିବା ଟ୍ରାଞ୍ଜିଟ୍ କମ୍ପାନୀ ଘଟଣା ବିଷୟରେ ସୂଚନା ଦେଇଛନ୍ତି।

ଘଟଣାଟି ଘଟିଛି ବ୍ରିଟେନରେ। ମାଞ୍ଚେଷ୍ଟରର ପ୍ରେଷ୍ଟଓ୍ବିଚରୁ ବସ୍ ଅତିକ୍ରମ କରୁଥିଲା। ସେହି ସମୟରେ କାରରେ ଯାଉଥିବା ଜଣେ ଇଞ୍ଜିନିୟର ପ୍ରେମୀ ଯୁଗଳଙ୍କ ସନ୍ଦିଗ୍ଧ ଆଚରଣକୁ ଲକ୍ଷ୍ୟ କରିଥିଲେ।

ଘଟଣାଟି ଘଟିଛି ଗତ ସପ୍ତାହରେ। ଘଟଣା ସମୟରେ ବସରେ ଅନ୍ୟ ଲୋକେ ମଧ୍ୟ ଯାତ୍ରା କରୁଥିଲେ।

ପ୍ରଥମେ ତାଙ୍କୁ ଏହା ମଜାଳିଆ ଷ୍ଟଣ୍ଟ ଲାଗିଥିଲା କିନ୍ତୁ ପରେ ସେ ଦେଖିଲେ ଯେ ବସଟି ଏକ ସ୍କୁଲ୍ ଦେଇ ଅତିକ୍ରମ କରୁଛି ଏବଂ ପ୍ରେମୀ ଯୁଗଳ ଏପରି ଆଚରଣରେ ମସଗୁଲ୍ ଅଛନ୍ତି।

   Related Posts