ହୁକିଟୋଲାରୁ ଫେରୁଥିବା ଡଂଗା ବୁଡିଗଲା : ୧ ମୃତ, ୮ ନିଖୋଜ

Published By : Prameya-News7 Bureau | January 02, 2019 IST

କେନ୍ଦ୍ରପଡା୨\୧: କେନ୍ଦ୍ରାପଡ଼ା ବତୀଘର ନିକଟ ନିପାଣିଆ ନଦୀରେରେ ଡଙ୍ଗା ଦୁର୍ଘଟଣାଗ୍ରସ୍ତ ହୋଇଛି । ଡଙ୍ଗାବୁଡ଼ି ଜଣେ ମୃତ, ୮ ନିଖୋଜ ହୋଇଛନ୍ତି ।ସମୁଦ୍ର ଭିତରେ ଥିବା ଦ୍ବିପାଞ୍ଚଳ ହୁକିଟୋଲାରୁ ଫେରୁଥିବା ବେଳେ ବୁଡ଼ିଗଲା ଡଙ୍ଗା ।ସ୍ଥାନୀୟ ବାସିନ୍ଦାଙ୍କ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଡଙ୍ଗାରେ ଥିବା ସମସ୍ତ ଯାତ୍ରୀ ପାରାଦୀପ ଭୂତମୁଣ୍ଡେଇ ଅଞ୍ଚଳର ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.