Thursday, December 12, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିପୁଳ ପରିମାଣର କଫ୍ ସିରପ୍ ଜବତ, ଜଣେ ଗିରଫ

ସୋର ୩।୧୨: ବାଲେଶ୍ବର ଜିଲ୍ଲା ଗୋପାଳପୁର ଓ ଅନନ୍ତପୁର ଅଞ୍ଚଳରେ ଅବକାରୀ ବିଭାଗ ଚଢାଉ କରିଛି । ଚଢାଉ ବେଳେ ବିପୁଳ ପରିମାଣରେ ବେଆଇନ କଫ୍ ସିରପ୍ ଜବତ କରିଛି ଅବକାରୀ ବିଭାଗ ।

ସୋର, ନୀଳଗିରି ଓ ବାଲେଶ୍ବରର ଅବକାରୀ ବିଭାଗ ମିଳିତ ଭାବେ ଚଢାଉ କରି ଏହି କଫ୍ ସିରପ୍ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି  ।

113 Views

   ସମ୍ବନ୍ଧିତ ଖବର