Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||
  • କୋରାପୁଟ : ମାଲବାହୀ ଟ୍ରେନ୍‌ ଇଞ୍ଜିନ୍ ଲାଇନ୍‌ଚ୍ୟୁତ, ନୂଆ ଟ୍ରାକ୍‌ରୁ ପୁରୁଣା ଟ୍ରାକ୍‌କୁ ପାସ୍ ବେଳେ ଦୁର୍ଘଟଣା
  • ||

ସଙ୍କଟରେ ଧଳା ସୁନା ଚାଷୀ – ଧାନ ପରେ ଏବେ ସଙ୍କଟରେ କପା ଚାଷୀ

29/11/2019 at 10:48 PM

ଭବାନୀପାଟଣା ୨୯।୧୧ –  ସଙ୍କଟରେ ଧଳା ସୁନା ଚାଷୀ । କଳାହାଣ୍ଡିରେ ଧାନ ପରେ ଏବେ ଅଭାବ ବିକ୍ରିରୀ ଶିକାର ହେ।ଇଛନ୍ତି କପା ଚାଷୀ ।ଏଯାଏ ମଣ୍ଡି ଖେ।ଲି ନଥିବା ବେଳେ ବାଧ୍ୟ ହେ।ଇ କମ୍ ଦରରେ ଦଲାଲଙ୍କ ହାତକୁ ଟେକି ଦେଉଛନ୍ତି ଉତ୍ପାଦିତ ଫସଲ ।

ଧାନ ପରେ ଏବେ ସଙ୍କଟରେ କପା ଚାଷୀ । କଳାହାଣ୍ଡିରେମୁଣ୍ଡରେ ହାତ ଦେଇ ବସିଛନ୍ତି କପା ଚାଷୀ । କାରଣ ଅମଳ ସିନା ସରିଲା । କିନ୍ତୁ  ବିକ୍ରି ହୋଇପାରୁନି । ମଣ୍ଡି ଖେ।ଲିନଥିବା ବେଳେ ଖଳାରେ ଗଦା ହେ।ଇ ରହିଛି ଧଳା ସୁନା । ପ୍ରଶାସନର ଅପାରଗତାକୁ ନେଇ ସକ୍ରିୟ ହେ।ଇଉଠିଛନ୍ତି ଦଲାଲ । ସିଧା ଯାଇ ପହଞ୍ଚିଯାଉଛନ୍ତି ଚାଷୀଙ୍କ ପାଖରେ । ଆଉ ବେଶ କମ୍ ଦରରେ କପା କିଣି ମାଲେମାଲ ହେଉଛନ୍ତି । ଏପଟେ ଅବସ୍ଥା ଦେଖି ଚାଷୀ ବି ବାଧ୍ୟ ହେଉଛନ୍ତି କମ୍ ଦାମରେ ବିକ୍ରି କରିବାକୁ ।

କଳାହାଣ୍ଡି ଜିଲ୍ଲାରେ ଧାନ ପରେ କପା ସର୍ବ।ଧିକ ଅମଳକାରୀ ଫସଲ । ଚଳିତ ବର୍ଷ ଜିଲ୍ଲାରେ ୬୦ ହଜାର ହେକ୍ଟର କପା ଚାଷ ହୋଇଥିବା ବଳେ ଆନୁମାନିକ ୬ ଲକ୍ଷ କ୍ବିଣ୍ଟାଲ କପା ଅମଳ ହୋଇଥିବା ଏସ,ଏମ,ଏସ କଟନ ସୂଚନା ଦେଇଛି । କିନ୍ତୁ ମଣ୍ଡି ଅଭାବରୁ ଅବାବୀ ବିକ୍ରିର ଶୀକାର ହେ।ଇଛନ୍ତି ଚାଷୀ । ବଜାର ଦର ୫ହଜାର ୫ଶହ ଟଙ୍କା ଥିବା ବେଳେ ବାଧ୍ୟ ହେ।ଇ ୪୧ଶହ ୪୨ଶହରେ ବିକ୍ରି କରୁଛନ୍ତି ।

ଅନ୍ତର୍ଜ।ତୀୟ ବଜାରରେ ମାନ୍ଦା ଅବସ୍ଥା ଯୋଗୁଁ ଚଳିତ ବର୍ଷ କପା କ୍ରୟ ପାଇଁ  ଭାରତୀୟ କପା ନିଗମ ମଣ୍ଡି ମାନଙ୍କ ରେ ଟାଳଟୁଳ ନୀତି ଅପଣାଇଛି । ଯାହାର ଫଳ ଭୋଗୁଛନ୍ତି ଚାଷୀ ।

   Related Posts