Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ବାର୍ଦ୍ଧକ୍ୟ ଭତ୍ତା ଦେବାରେ ଜାଲିଆତି ; ପଞ୍ଚାୟତ କାର୍ଯ୍ୟାଳୟରେ ଦୁଇଜଣ ଲୋକ ଦେଲେ ଅନେକ ଭତ୍ତା ଖାତାରେ ଟିପ ଚିହ୍ନ

17/11/2018 at 12:01 PM

ଗଞ୍ଜାମ ୧୭|୧୧: ବାର୍ଦ୍ଧକ୍ୟ ଭତ୍ତା ଦେବାରେ ଜାଲିଆତି । ଏମିତି କିଛି କାରବାର କଏଦ ହୋଇଛି କ୍ୟାମେରାରେ । ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଳକର ବଉଳଝୋଳି ପଞ୍ଚାୟତର ଏହି ଦୃଶ୍ୟ।  ପଞ୍ଚାୟତ କାର୍ଯ୍ୟାଳୟରେ ଦୁଇଜଣ ଲୋକ ଅନେକ ଭତ୍ତା ଖାତାରେ ଟିପ ଚିହ୍ନ ଦେଇ ଚାଲିଛନ୍ତି । ପଞ୍ଚାୟତ ଅଧିକାରୀଙ୍କ ଉପସ୍ଥିତିରେ ଏସବୁ ଚାଲିଛି । ଏମାନେ ଅନ୍ୟମାନଙ୍କ ପାଇଁ ଭତ୍ତା ଉଠାଇ ଚାଲିଛନ୍ତି। ତେବେ ଯେଉଁ ମାନଙ୍କ ନାମରେ ଭତ୍ତା ଟଙ୍କା ଉଠାଇଛନ୍ତି ସେମାନଙ୍କୁ ସେହି ଟଙ୍କା ଦେଇଛନ୍ତି ନା ନାହିଁ ତାହା ମଧ୍ୟ ଜଣାନାହିଁ । ଯେଉଁ ହିତାଧିକାରୀ କୌଣସି କାରଣରୁ ଭତ୍ତା ଟଙ୍କା ନେବାକୁ ପଞ୍ଚାୟତ କାର୍ଯ୍ୟାଳୟ ଆସିବାକୁ ଅସମର୍ଥ, ପଞ୍ଚାୟତ ଅଧିକାରୀ ସେବି ହିତାଧିକାରୀଙ୍କ ଘରକୁ ଯାଇ ଟଙ୍କା ଦେବାର ନିୟମ ରହିଛି । ଏହା ସତ୍ବେ ନିୟମକୁ ଖୋଲାଖୋଲି ଉଲଂଘନ କରାଯାଉଥିବା ଦେଖିବାକୁ ମିଳିଛି ।

   Related Posts