Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

କରୋନା ଯୋଦ୍ଧାଙ୍କ ମୃତ୍ୟୁ: ସେ ଥିଲେ ବିଏମ୍‌ସି ଦକ୍ଷିଣ ପୂର୍ବ ଜୋନ୍‌ର ଏନଫୋର୍ସମେଣ୍ଟ ଅଫିସର

31/08/2020 at 7:52 PM

ଭୁବନେଶ୍ବର୩୧/୮: କରୋନା ଯୁଦ୍ଧରେ ହାରିଗଲେ ବିଏମସିର ଏନଫୋର୍ସମେଣ୍ଟ ଅଫିସର ପ୍ରଫୁଲ୍ଲ କୁମାର ବେହେରା।  କରୋନାରେ  ପ୍ରାଣ ହରାଇଲେ ବିଏମସି ଦକ୍ଷିଣ ପୂର୍ବ ଜୋନର ଏନଫୋର୍ସମେଣ୍ଟ ଅଫିସର ପ୍ରଫୁଲ୍ଲ କୁମାର ବେହେରା। ସୁରକ୍ଷିତ ଓ ସତର୍କ ରହିବା ନେଇ  ରାଜଧାନୀବାସୀଙ୍କୁ ସତର୍କ ସଜାଗ ଓ ସଚେତନ କରୁଥିବା ଏହି ଯୋଦ୍ଧା ଜଣକ ଆଉ ନାହାନ୍ତି ।  କୋଭିଡ୍ ଟେଷ୍ଟ କେନ୍ସ୍ର ପରିଚାଳନା ହେଉ ଅବା ସାମାଜିକ ଦୂରତା ମାନୁ ନଥିବା ଅମାନିଆଙ୍କୁ ଦିନେ ରାଜଧାନୀବାସିଙ୍କୁ ସତର୍କ ସଜାଗ କରୁଥିବା ଏହି କରୋନା ଯୋଦ୍ଧା ପ୍ରାଣ ହରାଇଛନ୍ତି।

ବିଏମସି ଦକ୍ଷିଣ ପୂର୍ବ ଜୋନର ଏନଫୋର୍ସମେଣ୍ଟ ଅଫିସର ପ୍ରଫୁଲ୍ଲ କୁମାର ବେହେରାଙ୍କ ଠାରେ ଗତ ୨୨ ତାରିଖରେ  କୋଭିଡ ପଜିଟଭି ବାହାରିବା ପରେ ୨୩ ତାରିଖରେ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସପିଟାଲ​‌ରେ ଭର୍ତ୍ତି ହୋଇଥିଲେ। ତାଙ୍କ  ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ  ତାଙ୍କୁ ଆୟୁସିରେ ଭର୍ତ୍ତି କରିବା  ପରେ ଭେଣ୍ଟିଲେଟର ଲାଗିଥିଲା । ହେଲେ  କରୋନା ଯୁଦ୍ଧରେ ହାରି ଯାଇଥିଲେ ଏନଫୋର୍ସମେଣ୍ଟ ଅଫିସର ପ୍ରଫୁଲ୍ଲ କୁମାର ବେହେରା। ତାଙ୍କୁ ସତ୍ୟ ନଗର ମଶାଣି ସହ ଗାର୍ଡ ଅଫ ଅନର ପ୍ରଦାନ କରାଯିବା  ସହ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶବ  ସତ୍କାର କରାଯାଇଥିଲା।

   Related Posts