Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶେଷ ହେଲା ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା, ୧୧ ରୁ ଆରମ୍ଭ ହେବ ମୂଲ୍ୟାୟନ
  • ||
  • ଉପର ମୁଣ୍ଡରେ ନାହିଁ ବଡ ବର୍ଷା, ରେଙ୍ଗାଳିରୁ ଗୋଟିଏ ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ
  • ||
  • ସାଲେପୁର : AC ମେକାନିକ୍‌ଙ୍କ କାରନାମା, ମହିଳାଙ୍କ ଗାଧୁଆ ଘରେ ରେକର୍ଡିଂ ମୋଡ୍‌ରେ ମୋବାଇଲ୍ ରଖି ହେଲେ ଗିରଫ
  • ||
  • ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୪୨ହଜାରରୁ ଅଧିକ ପଜିଟିଭ୍
  • ||
  • ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୪୨ହଜାରରୁ ଅଧିକ ପଜିଟିଭ୍
  • ||
  • ବାରିପଦା : ଆଜିଠୁ ଖୋଲିଲା ଦ୍ବିତୀୟ ଶ୍ରୀକ୍ଷେତ୍ର, ମୟୂରଭଞ୍ଜର ସମସ୍ତ ମଠ ମନ୍ଦିରରେ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ
  • ||
  • ମହାକାଳପଡା : ଆଜିଠୁ ଖୋଲିଲା ଐତିହାସିକସ୍ଥଳୀ ହୁକିଟୋଲା, ଜଳଯାତ୍ରାର ମଜା ଉଠାଉଛନ୍ତି ପର୍ଯ୍ୟଟକ
  • ||
  • ବୌଦ୍ଧ : ଚୋରା ଚାଲାଣ ବେଳେ ୧୬ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଇତିହାସ ରଚିଲା ଭାରତୀୟ ହକି ଟିମ୍, ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଜିତିଲା ପଦକ
  • ||
  • ଇତିହାସ ରଚିଲା ଭାରତୀୟ ହକି ଟିମ୍, ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଜିତିଲା ପଦକ
  • ||

କରୋନା ଯୋଦ୍ଧାଙ୍କୁ ଗାଁ ଲୋକଙ୍କ ତାଚ୍ଛଲ୍ୟ…

29/07/2020 at 10:07 PM

 ସାନଖେମୁଣ୍ଡି୨୯/୭:  ସାନଖେମୁଣ୍ଡି ବ୍ଳକ ଦାୟାନିଧିପୁର ପଞ୍ଚାୟତରେ ନିନ୍ଦନୀୟ ଘଟଣା ଘଟିଛି । କରୋନା ଯୋଦ୍ଧା ଆଶା କର୍ମୀ ସଂକ୍ରମିତ ଚିହ୍ନଟ ପରେ ଗାଁ ଲୋକଙ୍କ ଟାହି ଟାପରା କରିଥିଲେ । ଭୂତାଣୁ ସଂକ୍ରମଣ ଆଶଙ୍କାରେ ଆଶା କର୍ମୀଙ୍କ ଘର ସମ୍ମୁଖରେ ଭିଡ଼ ଜମାଇଥିଲେ ।

 ଆମ୍ବୁଲାନ୍ସ ନେବା ପାଇଁ ଆସିବା ପୂର୍ବରୁ ଗାଁରୁ ବାହାରି ଯିବାକୁ ବାଧ୍ୟ କରିଥିଲେ । ତେବେ ଆମ୍ବୁଲାନ୍ସ ଆସିବା ବେଳେ ସେଠାରେ ଭିଡ଼ ଜମାଇଥିଲେ ଗାଁର କିଛି ଲୋକେ । ନା ଥିଲା ମୁହଁ ମାସ୍କ ନା ଥିଲା ସାମାଜିକ ଦୂରତ୍ୱ । ଯାହାର ଭିଡ଼ିଓ ଏବେ ସୋସିଆଲ୍ ମିଡିଆରେ ଘୁରୁ ବୁଲିଛି । ତେବେ ପଜିଟିଭ୍ ଚିହ୍ନଟ ପରେ ଗାଁ ଲୋକଙ୍କ ଏଭଳି ଆଚରଣ ସଚେତନ ନାଗରିକଙ୍କୁ ବ୍ୟତିଥ କରିଛି । ଅପରପକ୍ଷରେ କରୋନା ମୁକାବିଲା ଦିଗରେ କରୋନା ଯୋଦ୍ଧାଙ୍କ ମନୋବଳ ଦୃଢ଼ କରିବା ଦିଗରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ବେଳେ ଲୋକଙ୍କ ଏଭଳି ମାନସିକତା ଚିନ୍ତାର କାରଣ ।

   Related Posts