Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

କରୋନା ମୁକାବିଲା ପାଇଁ ରାଜ୍ୟର ୧୧୪ଟି ସହରକୁ ୨୧ କୋଟି ୧୦ ଲକ୍ଷ : କାହାକୁ କେତେ ?

22/03/2020 at 4:14 PM

ଭୁବନେଶ୍ୱର, ୨୨|୦୩:  କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଶନିବାର ସରକାର ୫ଟି ଜିଲ୍ଲା ଓ ୮ ସହରକୁ ଲକଡାଉନ୍ ମାର୍ଚ୍ଚ ୩୧ ଯାଏଁ ଲକଡାଉନ୍ ଘୋଷଣା କରିଥିଲେ। ଆଜି କରୋନା ମୁକାବିଲା ପାଇଁ ବିଭିନ୍ନ ସହରାଞ୍ଚଳ ପାଇଁ ସ୍ୱତନ୍ତ୍ର ପାଣ୍ଠିଂ ଘୋଷଣା କରିଛନ୍ତି।

ସରକାରଙ୍କ ପକ୍ଷରୁ ୧୧୪ଟି ପୌରସଂସ୍ଥାକୁ ୨୧ କୋଟି ୧୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ବିଏମସିକୁ କରୋନା ମୁକାବିଲା ପାଇଁ ୧ କୋଟି ଟଙ୍କା ମିଳିଥିବା ବେଳେ କଟକ ଓ ରାଉରକେଲାକୁ ୫୦ ଲକ୍ଷ ଟଙ୍କା ମିଳିଛି। ସେହିପରି ସମ୍ବଲପୁର, ବ୍ରହ୍ମପୁରକୁ ମଧ୍ୟ ୫୦ ଲକ୍ଷ ଟଙ୍କା ଲେଖାଏଁ ମିଳିଛି।

   Related Posts