କରୋନା ମୁକାବିଲା ପାଇଁ ରାଜ୍ୟର ୧୧୪ଟି ସହରକୁ ୨୧ କୋଟି ୧୦ ଲକ୍ଷ : କାହାକୁ କେତେ ?

Published By : Prameya-News7 Bureau | March 22, 2020 IST

ଭୁବନେଶ୍ୱର, ୨୨|୦୩:  କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଶନିବାର ସରକାର ୫ଟି ଜିଲ୍ଲା ଓ ୮ ସହରକୁ ଲକଡାଉନ୍ ମାର୍ଚ୍ଚ ୩୧ ଯାଏଁ ଲକଡାଉନ୍ ଘୋଷଣା କରିଥିଲେ। ଆଜି କରୋନା ମୁକାବିଲା ପାଇଁ ବିଭିନ୍ନ ସହରାଞ୍ଚଳ ପାଇଁ ସ୍ୱତନ୍ତ୍ର ପାଣ୍ଠିଂ ଘୋଷଣା କରିଛନ୍ତି।

{"id":242547,"width":754,"height":423,"sizeSlug":"large"}

ସରକାରଙ୍କ ପକ୍ଷରୁ ୧୧୪ଟି ପୌରସଂସ୍ଥାକୁ ୨୧ କୋଟି ୧୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ବିଏମସିକୁ କରୋନା ମୁକାବିଲା ପାଇଁ ୧ କୋଟି ଟଙ୍କା ମିଳିଥିବା ବେଳେ କଟକ ଓ ରାଉରକେଲାକୁ ୫୦ ଲକ୍ଷ ଟଙ୍କା ମିଳିଛି। ସେହିପରି ସମ୍ବଲପୁର, ବ୍ରହ୍ମପୁରକୁ ମଧ୍ୟ ୫୦ ଲକ୍ଷ ଟଙ୍କା ଲେଖାଏଁ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.