Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

କରୋନା ମୁକାବିଲାରେ ଆମେରିକାଠୁ ଆଗରେ ଭାରତ: ଦେଶରେ ୫ ଲକ୍ଷ ଟେଷ୍ଟିଂରେ ୨୧ ହଜାର ଆକ୍ରାନ୍ତ, ୟୁଏସ୍‌ରେ ୮୦,୦୦୦

23/04/2020 at 6:47 PM

ନୂଆଦିଲ୍ଲୀ, ୨୩|୦୪: ଇଣ୍ଡିଆନ କାଉନସିଲ୍ ଅଫ ମେଡିକାଲ ରିସର୍ଚ୍ଚ ଏବେ କରୋନା ଟେଷ୍ଟିଂକୁ ଅଧିକ ଗୁରୁତ୍ୱ ଦେଉଛି । କିପରି ଅଧିକରୁ ଅଧିକ ପରୀକ୍ଷା କରାଯିବ ସେନେଇ ଧ୍ୟାନ ଦିଆଯାଉଛି । ଭାରତରେ ଏବେ ୫ ହଜାର ଟେଷ୍ଟିଂ ପରେ ୨୧ ହଜାର ପଜିଟିଭ୍ କେସ୍ ସାମ୍ନାକୁ ଆସିଛି । ତେବେ ଆମେରିକାରେ ୫ଲକ୍ଷ ଟେଷ୍ଟିରେ ୮୦ ହଜାର କେସ୍ ସାମ୍ନାକୁ ଆସିଥିଲା ।

ଆଇସିଏମଆର ନିର୍ଦ୍ଦେଶକ ଡା. ସିକେ ମିଶ୍ରା କହିଛନ୍ତି ଯେ, ମାର୍ଚ୍ଚ ୨୩ ସୁଦ୍ଧା ଦେଶରେ ୧୪,୯୧୫ ଟେଷ୍ଟ କରାଯାଇଥିଲା । ଏପ୍ରିଲ ୨୨ ସୁଦ୍ଧା ୫ ଲକ୍ଷରୁ ଅଧିକ ଟେଷ୍ଟିଂ କରାଯାଇଛି । ୩୦ ଦିନରେ ୩୩ଗୁଣ ଟେଷ୍ଟ ହୋଇଛି । କିନ୍ତୁ ଏହା ପର୍ଯ୍ୟାପ୍ତ ନୁହେଁ । ଦେଶରେ ରାପିଡ୍ ଟେଷ୍ଟିଂର ଆବଶ୍ୟକତା ରହିଛି । ସରକାର କମ୍ୟୁନିଟୀ ଟ୍ରାନ୍ସମିସନ ରୋକିବାରେ ସଫଳ ହୋଇଛନ୍ତି ।

ଆଇସିଏମଆର ଆହୁରି କହିଛି ଯେ, ଲକଡାଉନକୁ ଗୋଟିଏ ମାସ ପୂରଣ ହୋଇଛି । ଟେଷ୍ଟିଂକୁ କରୋନା ବିରୋଧରେ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି । ଲଗାତାର ଭାବେ ଟେଷ୍ଟିଂ କ୍ଷମତା ବୃଦ୍ଧି କରିବା ପାଇଁ ଜୋର ଦିଆଯାଉଛି । ଏହାକୁ ନେଇ ରଣନୀତି ପ୍ରସ୍ତୁତ କରାଯାଉଛି ।ଦେଶରେ ଏବେ ୩୭୭୭ଟି କରୋନା ହସ୍ପିଟାଲ ତିଆରି ହୋଇଛି । ଏଥିରେ ୧,୯୪,୦୨୬ ଆଇସୋଲେସନ ବେଡ୍ ଓ ୨୬,୬୪୪ଟି ଆଇସିୟୁ ରହିଛି ।

   Related Posts