Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

କରୋନା ଆକ୍ରାନ୍ତରେ ଫୁଟବଲ ଖେଳାଳି…

13/03/2020 at 9:53 AM

ଲିସବନ୧୩/୩: କରୋନା ଭୟରେ ପୂରା ବିଶ୍ବ ଆତଙ୍କିତ। ଜୁଭେଣ୍ଟସର ଡିଫେଣ୍ଡର ଡାନିଏଲ ରୁଗାନି (ଇଟାଲୀ) ‘କରୋନାର ଶିକାର ହୋଇଛନ୍ତି । ତାଙ୍କ ରିପୋର୍ଟ ପୋଜିଟିଭ ଆସିଛି । ତେଣୁ ରୁଗାନିଙ୍କ ସହ ଯୋଗାଯୋଗରେ ଆସିଥିଲା ଖେଳାଳି, ସପୋର୍ଟ ଷ୍ଟାଫ୍‌ ଏବଂ ଅନ୍ୟ କର୍ମକର୍ତ୍ତାଙ୍କୁ ଆଇସୋଲେସନରେ ରଖାଯାଇଛି। ଦଳର ଷ୍ଟାର ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋ ମଧ୍ୟ ସେମାନଙ୍କ ମଧ୍ୟରେ ସାମିଲ ରହିଛନ୍ତି । ସେ ଗତ କିଛି ଦିନ ହେଲା ମଡେଇରାରେ ରହିଛନ୍ତି।

ସୂଚନା ଅନୁସାରେ, ରୋନାଲ୍ଡୋ କିଛି ଦିନ ହେଲା ମଡେଇରାରେ ରହୁଛନ୍ତି । ଯେହେତୁ ସେ ସାଥୀ ରୁଗାନିଙ୍କ ସଂସ୍ପର୍ଶରେ ଆସିଛନ୍ତି, ତେଣୁ ତାଙ୍କୁ ନିରୀକ୍ଷଣରେ ରଖା ଯାଇଛି । ବର୍ତ୍ତମାନ ସୁଦ୍ଧା ରୋନାଲ୍ଡୋଙ୍କୁ ଆଇସୋଲେସନରେ ରଖାଯାଇ ନାହିଁ । କିନ୍ତୁ ସେ ଅନ୍ୟମାନଙ୍କ ଠାରୁ ଦୂରେଇ ରହିଛନ୍ତି। ଗତ ସପ୍ତାହରେ ରୋନାଲ୍ଡୋ ତାଙ୍କ ମାଆଙ୍କର ଦେହ ଖରାପ ଯୋଗୁ ମଡେଇରାରେ ପହଞ୍ଚିଥିଲେ ।

   Related Posts