Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

‘କରୋନା ଭାକସିନ୍ ପ୍ରସ୍ତୁତ ହୋଇସାରିଛି, ବ୍ୟବହାର କରିହେବ’, ଦାବି କଲା ଋଷ

21/07/2020 at 10:13 PM

ମସ୍କୋ, ୨୧|୦୭: ରଷିଆ କରୋନା ଭାକସିନ୍ ବିକଶିତ କରିଥିବା ଦାବି କରିଛି । ଋଷ୍ ପ୍ରତିରକ୍ଷା ମନ୍ତ୍ରାଳୟ ସହ ମିଳିତ ଭାବେ ଏହି ଭାକସିନକୁ ବିକଶିତ କରିଛନ୍ତି । ଏହା ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲ୍ ସଫଳ ହୋଇଛି । ଏହା ଏବେ ବ୍ୟବହାରଯୋଗ୍ୟ ହୋଇଥିବା କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରୁସଲାନ୍ ସାଲିକୋଭ୍ ।

ଏହି ଭାକସିନର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ସଫଳ ହୋଇଛି । ଏହାର ପ୍ରୟୋଗ ପରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଇଛି । ଯାହା କରୋନା ଭାଇରସ ମୁକାବିଲା କରିବାଲେ ସକ୍ଷମ । ତେବେ ଫେଜ୍ ୩ ଟ୍ରାଏଲ୍ କେବେ ଆରମ୍ଭ ହେବ ସେନେଇ କିଛି  ଜଣାପଡିନାହିଁ ।

 ଆରଡିଆଇଏଫର ମୁଖ୍ୟ କିରିଲି ଡିମିଟ୍ରେଭ୍ କହିଛନ୍ତି ଯେ, ସେନା ଗାମାଲେୟା ଇନଷ୍ଟିଚ୍ୟୁଟ୍ ଅଫ ମସ୍କୋ ସହ ମିଳିତ ଭାବେ ଏହି ଭାକସିନକୁ ବିକଶିତ କରିଛି । ଫେଜ୍ ୩ ଟ୍ରାଏଲରେ ହଜାରରୁ ଅଧିକ ଲୋକଙ୍କୁ ନିୟୋଜିତ କରାଯିବ । ଏଥିରେ ସାଉଦି ଆରବର ଲୋକଙ୍କୁ ମଧ୍ୟ ସାମିଲ କରାଯିବ । ତେବେ ଅଗଷ୍ଟ ୩ ରେ ଏହା ଆରମ୍ଭ ହେବାର ସମ୍ଭାବନା ରହିଛି । ଋଷ ଦେଶ ପାଇଁ ୩ କୋଟି ଡୋଜ୍ ତିଆରି କରିବ । ସେହିପରି ୧୭୦ କୋଟି ଡୋଜ୍ ବିଦେଶକୁ ରପ୍ତାନୀ ହେବ।

   Related Posts