Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ଭୁବନେଶ୍ୱରରେ କରୋନା ଭାକସିନ୍ ପ୍ରସ୍ତୁତ କରିବ ଭାରତ ବାୟୋଟେକ୍

6/11/2020 at 8:13 PM

ଭୁବନେଶ୍ୱର, ୦୬।୧୧ :    ଭୁବନେଶ୍ୱରରେ ତିଆରି ହେବ କରୋନା ଭାକସିନ୍। ଭାରତ ବାୟୋଟେକର ମେଡିସିନ କମ୍ପାନୀରେ ପ୍ରସ୍ତୁତ ହେବ କୋଭିଡ୍ ଭାକସିନ୍ । ଏପରିକି କମ୍ପାନୀକୁ ପ୍ରଶାସନିକ ସହଯୋଗ କରାଯିବା ନେଇ ପରାମର୍ଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।

ସୂଚନାନୁସାରେ. ରାଜଧାନୀର ଅନ୍ଧାରୁଆରେ ଭାରତ ବାୟୋଟେକ୍ ମେଡିସିନ୍ କମ୍ପାନୀ କରିବ । ଏଠାରେ କରୋନା ଭାକସିନ୍ ପ୍ରସ୍ତୁତ ହେବ ।କେବଳ କରୋନା ଭାକସିନ୍ ନୁହେଁ ମ୍ୟାଲେରିଆ ସହଅନ୍ୟ ୧୦ପ୍ରକାରର ଭାକସିନ୍ ମଧ୍ୟ ପ୍ରସ୍ତୁତ କରାଯିବ ।ପ୍ରାୟ ୩୦୦ କୋଟି ଟଙ୍କା ବିନିମୟରେ ଏହି କମ୍ପାନୀ ତିଆରି ହେବ ।ଆହୁରି ମଧ୍ୟ କମ୍ପାନୀକୁ ପ୍ରଶାସନିକ ସହଯୋଗ ନେଇ ପରାମର୍ଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ସୂଚନାଯୋଗ୍ୟ, କରୋନା ଭାଇରସ ପାଇଁ ଏବେସୁଦ୍ଧା ଭାକସିନ୍ ବାହାରି ନାହିଁ । ବିଭିନ୍ନ ଭାକସିନର କ୍ଲିନିକାଲ ଟ୍ରାଏଲ ଜାରି ରହିଛି । ଆସନ୍ତା ବର୍ଷ ଭାକସିନ୍ ଆସିବା ନେଇ ଆଶା କରାଯାଉଛି ।  

   Related Posts