Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

କରୋନା କଟକଣା ନ ମାନି ଚାଲିଥିଲା ବାହାଘର, ପୋଲିସ ଚଢଉ ବେଳେ ବର-କନିଆଁ ମାରିଲେ ଚମ୍ପଟ

19/07/2021 at 7:40 AM

ସୋର, ୧୯|୦୭  :  କରୋନା କଟକଣାକୁ ବେଖାତିର କରି ହୋଟେଲରେ ଚାଲିଥିଲା ବାହାଘର । ବିବାହ ମଣ୍ଡପରେ ପୋଲିସ ରେଡ୍ କରିଥିଲା । ଘଟଣାସ୍ଥଳରୁ ବର ଓ କନ୍ୟା, ଯାତ୍ରୀ ସମସ୍ତେ ଚମ୍ପଟ ମାରିଥିଲେ।

ସୂଚନା ଅନୁସାରେ, ବାଲେଶ୍ବର ଜିଲ୍ଲା ୧୬ନଂ ଜାତୀୟ ରାଜପଥ କଡ ଛପୋଲିଆ ନିକଟରେ ଥିବା ମଙ୍ଗଳ ନୀଳୟମରେ ଚାଲିଥିଲା ବାହାଘର । ପଶ୍ଚିମବଙ୍ଗ ଅଞ୍ଚଳର ୧୦୦ରୁ ଉର୍ଦ୍ଧ୍ବ ବରଯାତ୍ରୀଙ୍କୁ ନେଇ ସୋର ପୌରପାଳିକା ଅଞ୍ଚଳ ଜଣେ ଯୁବତୀଙ୍କ ସହ ଏକ ହୋଟେଲରେ ବାହାଘର ହେଉଥିଲା । କରୋନା କଟକଣାକୁ ବେଖାତିର୍ କରି କୋଭିଡ୍ ନିୟମ ବାହାରେ ଶହ ଶହ ଲୋକଙ୍କୁ ନେଇ ଜାକ ଜମକରେ ବାହାଘର ଚାଲିଥିଲା ।

ପୋଲିସ୍ ପହଞ୍ଚିବାରୁ ବିବାହରେ ଯୋଗ ଦେବାକୁ ଆସିଥିବା ବର ଯାତ୍ରୀ ଓ କନ୍ୟା ପକ୍ଷ ଲୋକ ଏଣେ ତେଣେ ଦୌଡିବାକୁ ଲାଗିଥିଲେ ।ସୋର ପୋଲିସ୍ ହୋଟେଲରେ ପହଞ୍ଚି ହୋଟେଲ ମାଲିକଙ୍କୁ ୫ ହଜାର ଟଙ୍କା ଓ ବର ଘର ଲୋକଙ୍କ ଉପରେ ୫ ହଜାର ଟଙ୍କା ଜରିମାନା କରିଛି ।

   Related Posts